
କଟକ ତା-୨୩-୦୩-୨୦୨୫
ଆର.ବି.ଏସ.କେ ଏବଂ ଏମ.ଏଚ୍.ୟୁ. ର ପାରାମେଡ଼ିକୁ ଆପଣଙ୍କର ଧ୍ୟାନ ଆକର୍ଷଣ କରୁଛୁ ଯେ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସରକାରଙ୍କ ତରଫରୁ ଏନ. ଏଚ.ଏମ ଅଧୀନରେ କାର୍ଯ୍ୟ କରୁଥିବା ଆର.ବି.ଏସ.କେ ଏବଂ ଏମ.ଏଚ. ୟୁର ଚୁକ୍ତିଭିରିକ ପାରାମେଡ଼ିକୁ କର୍ମଚାରୀ (MHT & MHU)ଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ଦୟା ଏବଂ ସହାନୁଭୂତିଶୀଳ ଆଦେଶ ପାଇଁ ନିମ୍ନଲିଖିତ ଯୁକ୍ତି ବାଢ଼ୁଚୁ ଆମ୍ଭେ ଆର.ବି.ଏସ.କେ ଏବଂ ଏମ.ଏଚ.ୟୁର ପାରାମେଡ଼ିକ୍ସ କର୍ମଚାରୀ (ଫାର୍ମାସିଷ୍ଟ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହିଳା ଏବଂ ନସିଂ ଅଫିସର) ମାନେ ଏନ୍.ଏଚ୍.ଏମ୍. ଅଧୀନରେ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରିଆସୁଅଛୁ ।ଓଡ଼ିଶା ସରକାରଙ୍କ ଫାର୍ମାସିଷ୍ଟ ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ଭ) ନିୟମ 2019, GA NO 6621 DT08/03/2019. ଓଡ଼ିଶା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହିଳା ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବ ଓଡ଼ିଶା ନର୍ସି ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ଭ) ନିୟମ 2019M GA NO. 6613 ୮-୩-୨୦୧୯ ଅନେକ ପାରାମେଡ଼ିକୁ କର୍ମଚାରୀ (ଫାର୍ମାସିଷ୍ଟ, ବହୁମୁଖୀ ସ୍ଵାସ୍ଥ୍ୟକର୍ମୀ ମହିଳା ଏବଂ ନସିଂ ଅଫିସର) ନିୟମିତ ହୋଇଥିଲେ ମଧ୍ୟ ସର” 8. 7700 Dt. 20/03/2019 ଏମ.ଏଚ. ୟୁର ପାରାମେଡ଼ିକ୍ସ କର୍ମଚାରୀଙ୍କୁ ବିନା କାରଣ ଦିଆଯାଇଛି।
କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ସ୍ଥଳେ, ଆର.ବି.ଏସ ଏମ. ଏଚ.ୟୁର ପାରାମେଡ଼ିକ୍ସ ଡ଼ି.ଡ଼ି.ସି.–ନିରାମୟ, ଏନ୍.ଆର୍.ସି. ଆଇ.ପି.ଡ଼ି., ଟିକାକରଣ କାର୍ଯ୍ୟକ୍ରମରେ କୌଣସି ଅବହେଳା ନ ପ୍ରଦାନ କରିଥାନ୍ତି ।
ଏହା ବ୍ୟତୀତ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ଯଥା : ବନ୍ୟ କୋଭିଡ଼ ମହାମାରୀ ସମୟରେ ମଧ୍ୟ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା WP( c) No. 35568 Subhashree Sahoo & others MHU & M
Amaresh Behera & others or WP(c) No. 33338
Subhashree Behera & others or WP(c) No. 23014 c
Bidyutlata Biswal & others or WP(c) No. 1923-
କାର୍ଯ୍ୟରତ ANM, Pharmacist ଆଉ staffnurse ମାନଙ୍କର ଚା ପାଇଁ ଅର୍ଡର ଦେଇଥିଲେ ମଧ୍ୟ ସରକାର ଏବାବକୁ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ସଭାରେ ମତପ୍ରକାଶ କରିଥିଲେ। ଆଜିର ସଭାରେ ଦାବୀ ଗୁଡିକ ମଧ୍ୟରେ ନିୟମିତ ପୋଷ୍ଟ ଗୁଡ଼ିକ କରିବା ନିର୍ଦ୍ଦିଷ୍ଟ ମାସର ଦରମା ପାଇବାର ବ୍ୟବସ୍ଥା। ସ୍ବାସ୍ଥ୍ୟ ବୀମା। ଏହି ଭଳି ଅନେକ ଗୁଡ଼ିଏ ପ୍ରସ୍ତାବ ସରକାରଙ୍କ ଆଗକୁ ଆଣିବା ସହିତ ସମାନ ସୁବିଧା ଉପଲବ୍ଧ କରାଯାଇପାରିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା ଆଜିର କାର୍ଯ୍ୟକ୍ରମରେ ସଭାପତି ଅମ୍ରେସ ତ୍ରିପାଠୀ, ଉପସଭାପତି ମୀନତି ବିନ୍ଧାଣି, ଅନ୍ୟ ମାନଙ୍କ ମଧ୍ୟରେ ସିତିପ୍ରଜ୍ଞ୍ଯ ବରାଳ ସନ୍ଯସି ବେହେରା, ସରସ୍ବତୀ ବେହେରା,ଚନ୍ଦୁମଣି ଦେବତା,ଏରସାଦ୍ ସେକ୍,ପ୍ରୀୟ ଦର୍ଶନୀ ହୋତା, ରଘୁନାଥ ମୁଦୁଲି, ରାକେଶ କୁମାର ବେହେରା, ସୁନିଲ୍ ସେଠୀ, ପ୍ରଫୁଲ୍ଲ ପାଢି ସହ ଅନେକ କର୍ମ କର୍ତ୍ତା ଉପସ୍ଥିତ ଥିଲେ।