ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା ବିଷୟରେ ସୂଚନା ବହନ କରୁଥିବା ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସପ୍ତାହବ୍ୟାପୀ ଜନଔଷଧୀ ଦିବସ, ୨୦୨୫ର ଉଦଘାଟନ କରିଛନ୍ତି କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା

ଆସନ୍ତୁ ଜନଔଷଧୀ ପାଇଁ ଜନ ଆନ୍ଦୋଳନ ସୃଷ୍ଟି କରିବା : ଜଗତ ପ୍ରକାଶ ନଡ୍ଡାପିଏମବିଜେପି ମାଧ୍ୟମରେ ଗତ ୧୦ ବର୍ଷ ମଧ୍ୟରେ…

ନୂଆଦିଲ୍ଲୀରେ ମଣିପୁରର ସୁରକ୍ଷା ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ଏବଂ ଏ ଦିଗରେ ସମସ୍ତ…

ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀଏକବିଂଶ ଶତାବ୍ଦୀର ଭାରତକୁ ସମଗ୍ର ବିଶ୍ୱ ଦେଖୁଛି : ପିଏମଭାରତର ସର୍ଜନାତ୍ମକ ସାଙ୍ଗଠନିକ…

କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଆଗକୁ ବଢ଼ିବା ପାଇଁ ଆମର ସଂକଳ୍ପ ଅତ୍ୟନ୍ତ ସ୍ପଷ୍ଟ: ପ୍ରଧାନମନ୍ତ୍ରୀକୃଷକମାନେ ସମୃଦ୍ଧ ଓ ସଶକ୍ତ ଭାରତ…

ରାସାୟନିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟ ସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ

ପାରାଦୀପ, ତା ୨୮.୦୨.୨୦୨୫ ରିଖ: ଆଜି ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ…