
ଛତ୍ରପୁର : ୨୫.୦୧.୨୫
(ମିଥୁନ ବାରିକ୍)
ଛତ୍ରପୁର : ରାଷ୍ଟୀୟ ସ୍ଵୟଂସେବକ ସଂଘ ଛତ୍ରପୁର ପ୍ରଭାତ ଶାଖାରେ ନେତାଜୀ ଜୟନ୍ତୀ ପାଳନ ହୋଇଯାଇଛି। ଖଣ୍ଡ କାର୍ଯ୍ଯବାହ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବ ରେ ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ବକ୍ତା ରୂପେ ଶ୍ରୀ ରବୀନ୍ଦ୍ରନାଥ ଦାଶ ନେତାଜୀଙ୍କ ଜୀବନୀ କଥନ କରିଥିଲେ। ବିସ୍ତାରକ ପଭାକର ଭାଇଙ୍କ ସଂଯୋଜନା କ୍ରମେ ସ୍ବୟଂ ସେବକମାନଙ୍କ ଦ୍ବାରା ସ୍ଥାନୀୟ ନଗରରେ ପଥ ସଂଚଳନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଲିଗାଲ ସେଲ ସଭାପତି ତଥା ଓକିଲ ସଂଘର ସଭାପତି ପୁଷ୍ପ ଅର୍ପଣ କରି ସଂଚଳନକୁ ସ୍ବାଗତ କରିଥିଲେ।
କାର୍ଯ୍ୟକ୍ରମରେ ସ୍ବଂୟ ସେବକମାନଙ୍କ ମାନଙ୍କ ଦ୍ବାରା ଚିତାକର୍ଷକ ଦଣ୍ଡ ବ୍ଯାୟାମ ଯୋଗ କରାଯାଇଥିଲା।