ଚଣ୍ଡିଖୋଲ ୨୫/୧(କ ବ୍ୟୁ) ଦିନକୁ ଦିନ ଭାରତରେ ଯେପରି ପେଟ୍ରୋଲ୍, ଡିଜେଲ୍ ର ଦର୍ ବୃଦ୍ଧି ପାଇଛି ସେଥିପାଇଁ ଗ୍ରାହକ ମାନେ…
Day: January 25, 2025
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଉପରେ ସ୍ୱତନ୍ତ୍ର ଅଧିବେଶନ
ଚଣ୍ଡିଖୋଲ ୨୫/୧(କବ୍ୟୁ) ବାବା ଭୈରବlନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବାହ୍ୟ କାର୍ଯ୍ୟକ୍ରମ ବିଭାଗ ଆନୁକୂଲ୍ୟରେ ଆୟୋଜିତ “ନେତାଜୀ ସୁବାସ ଚନ୍ଦ୍ର ବୋଷ…
ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା ଚକ୍ର
:ଚଣ୍ଡିଖୋଲ : (କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ପକ୍ଷରୁ “ପ୍ରଶିକ୍ଷଣ…
ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ରେ ଶିଶୁ କଳାକାର ସାଇତ୍ରିଷ୍ଣl ଙ୍କ କମାଲ , ପ୍ରମୋସନ୍ କଲେ ଚଳଚିତ୍ର ଆଞେଲ l
ପାରାଦୀପ : 25/1 : – ପାରାଦୀପ ମହାବିଦ୍ୟାଳୟ ର ୫0 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ…
ମାଳିକା ବଚନ ହୋଇବ ସତ୍ୟ, ଉଦୟ ବଟ ଧାମରେ ଉଡ଼ିବ ନେତ l
ପାରାଦୀପ: 25/1 : ବହୁ ପୁରାତନ ଯୁଗରୁ ମହାପ୍ରଭୁ ଅଛୁତା ନନ୍ଦ ମାଳିକା ରେ ବର୍ଣ୍ଣିତ ଅଛି ପାରାଦୀପ ନିକଟ ଉଦୟବଟ…
ନେହରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ହେବ ଷୋଡ଼ଶ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୪ ଜାନୁଆରୀ:ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ନେହରୁ ଯୁବ କେନ୍ଦ୍ର ସଂଗଠନ, ଓଡିଶା ପକ୍ଷରୁ…
ଡାଭୋସରେ ଭାରତର ଚମକ
ରପ୍ତାନୀ ଆଧାରିତ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ…
ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ:ପ୍ରୟାଗରାଜ ମହାକୁମ୍ଭକୋଟି କୋଟି ଶ୍ରଦ୍ଧାଳୁଙ୍କ ଏକମାତ୍ର ପବିତ୍ର ସଂକଳ୍ପ
Prayagaraj : 24/1 : ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ…
ନୂଆଦିଲ୍ଲୀର ସାଧାରଣତନ୍ତ୍ର ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ୬୦୦ରୁ ଊର୍ଦ୍ଧ୍ୱ ପଂଚାୟତ ପ୍ରତିନିଧି
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଂଚାୟତ ନେତାମାନଙ୍କୁ କରାଯିବ ସମ୍ବର୍ଦ୍ଧିତଗ୍ରାମୋଦୟ ସଂକଳ୍ପ ପତ୍ରିକା ହେବ ଉନ୍ମୋଚିତଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀର କର୍ତବ୍ୟପଥରେ ହେବାକୁ…
ଆଇଇଡବ୍ଲୁ -୨୦୨୫ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ଏସ୍ ପୁରୀ
ଫେବୃୟାରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିରେ ଆୟୋଜନ ହେବାକୁ ଯାଉଛି ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) –…