ନୂତନ ବାଇକ୍ ଶୋରୁମ୍ ଗ୍ରୀନହୁଇଲ୍ ଉଦ୍ଘାଟିତ

ଚଣ୍ଡିଖୋଲ ୨୫/୧(କ ବ୍ୟୁ) ଦିନକୁ ଦିନ ଭାରତରେ ଯେପରି ପେଟ୍ରୋଲ୍, ଡିଜେଲ୍ ର ଦର୍ ବୃଦ୍ଧି ପାଇଛି ସେଥିପାଇଁ ଗ୍ରାହକ ମାନେ ଏବେ ବ୍ୟାଟେରୀ ବାଇକ୍ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ପରିପେକ୍ଷିରେ ଆଜି ଚଣ୍ଡିଖୋଲ ଛକ ଠାରେ ନୂତନ ବାଇକ୍ ଶୋ ରୁମ୍ ଗ୍ରୀନ ହୁଇଲ୍ ଉଦ୍ଘାଟିତ ହୋଇଛି। ଉଦ୍ଘାଟକ ଭାବେ ବି ଏସ କଲେଜ୍ ର ଅଧ୍ୟକ୍ଷ ପ୍ରଫେସର୍ ପବିତ୍ର ମୋହନ ମାହାଲା ଯୋଗଦେଇ ଦେଇ ଏହି ବାଇକ୍ ଅର୍ଥ ସଞ୍ଚୟ କରିବା ସହିତ ପରିବେଶ ଉପଯୋଗୀ ହେବ ଓ ଗ୍ରାହକ ମାନଙ୍କ ପସନ୍ଦ ଯୋଗ୍ୟ ହେବ। ଏହି ନୂତନ ବାଇକ୍ ଗ୍ରାହକ ମାନଙ୍କର ପସନ୍ଦ ହେବl ସହିତ ବ୍ୟବସlୟିକ ସଫଳତା ହାସଲ କରିବ ବୋଲି ଆଶା ପୋଷଣ କରିଥିଲେ l ମୁଖ୍ୟ ଅତିଥି ଭାବେ ଅଲ ଓଡ଼ିଶା ସେଲ୍ସ୍ ମ୍ୟାନେଜର ରଜତ ମଜେଣ୍ଡା ଯୋଗଦେଇ ବାଇକ୍ ର ଗୁଣବତ୍ତl, ବ୍ୟlଟେରିର ସ୍ଥାୟୀତ୍ବ, ବଜବୁତ୍ ଟାୟାର , ଘଣ୍ଟା ପ୍ରତି ୬୦ରୁ ୭୦ କିଲୋ ମିଟର ଗତିଗରିବା ସହିତ ବିଭିନ୍ନ ରଙ୍ଗ ଓ ଡିଜାଇନ୍ ର ବାଇକ୍ ଏହି ସୋରୁମ୍ ରେ ଉପଲବ୍ଧ ହେବ ସହିତ ଗ୍ରାହକ ମାନେ ସ୍ୱଳ୍ପ ସୁଧ ହାରରେ ଓ ଅଳ୍ପ ଡାଉନ୍ ପେମେଣ୍ଟରେ ଗ୍ରାହକ ମାନେ ବାଇକ୍ ନେଇ ପାରିବେ ବୋଲି ଶ୍ରୀ ମାଜେଣ୍ଡା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସୁକେଶିନୀ ସାମଲ , ଶୋ ରୁମ୍ ମାଲିକ ବିଭୁ ପ୍ରସନ୍ନ ମlହlଲା , ମଧୁସ୍ମିତା ମlହlଲl, ଚର୍ଚ୍ଚିତ ମlହlଲା ,ପ୍ରିତମ ନାୟକ ସମେତ ବିଭିନ୍ନ ବ୍ୟାଙ୍କ୍ ଏଜେଣ୍ଟ ସମେତ ଶୋ ରୁମ୍ବର ବହୁ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *