ଠିକ ସମୟରେ ବିଦ୍ୟୁତବିଲ ପୈଠ କରି ବିଦ୍ୟୁତ ବିଭାଗ ପକ୍ଷରୁ ପୁରସ୍କାର ପାଇଛନ୍ତି 3 ଜଣ

ଟଣାଗଡ଼ ବିଦ୍ୟୁତ ବିଭାଗ ପକ୍ଷରୁ ଆଜି 3 ଜଣ ବିଦ୍ୟୁତ ଉପଭୋକ୍ତା ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି |ପୁରସ୍କାର ପାଇଥିବା ଗ୍ରାହକ ମାନେ ହେଲେ ପାଟଣାଗଡ଼ ଫୁଡ଼ୁକୁପଡା ଗାଁର ଅଯୋଧ୍ୟା ମଲ୍ଲିକ ସ୍ମାର୍ଟ ଫୋନ ପାଇଛନ୍ତି ବେଲପଡା ସଲଣ୍ଡି ଗାଁର ନିତ୍ୟାନନ୍ଦ କୁମ୍ଭାର ମ୍ୟୁଜିକ ପ୍ଲେୟାର ଏବଂ ଭାଇସା ଗାଁର ଡିଙ୍ଗର ପୋଡ଼ କୁ ସିଲାର ଲେମ୍ଫ ଦିଆଯାଇଛି |ଗ୍ରାହକ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରି କମ୍ପାନୀ ତରଫରୁ ପୁରସ୍କାର ପ୍ରାପ୍ତ କରିଛନ୍ତି ଆପଣ ମାନେ ମଧ୍ୟ୍ୟ ଚାହିଁଲେ ଉପଯୁକ୍ତ ସମୟରେ ସଠିକ ବିଲ ପୈଠ କରି ପୁରସ୍କାର ନେଇ ପାରିବେ ବୋଲି SDO ଶ୍ରୀ ମହାପାତ୍ର କହିଛନ୍ତି |
: ବଲାଙ୍ଗୀର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *