କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁରୂପ, ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ…

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୫ତମ ବୈଠକ

ଡାଙ୍ଗୋଆପୋଷି-ଜାରୋଲି ରେଳ ପ୍ରକଳ୍ପ କାମ ସମୀକ୍ଷାକେନ୍ଦୁଝରରୁ ପାରାଦୀପକୁ ସୁବିଧାରେ ହୋଇପାରିବ ଲୁହାପଥର ପରିବହନ ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୫ତମ ବୈଠକରେ…

ଉନ୍ନତ ମାନର ଚିକିତ୍ସାର ଆଶାରେ ୯ ବର୍ଷର କୁନି ଛାତ୍ର ରିତେଶ

ରାୟଗଡା ଜିଲ୍ଲା, କାଶୀପୁର ବ୍ଲକ, ଗୋରଖପୁର ପଞ୍ଚାୟତର ଗୌଡ଼ ସାହିର ବାସିନ୍ଦା ପଡ଼ା ଗୌଡ଼ଙ୍କ ନଅ ବର୍ଷୀୟ ପୁଅ ରିତେଶ ଗୌଡ଼,…

ବିଦ୍ୟା ଫାଉଣ୍ଡେସନ ପକ୍ଷରୁ ଅସ୍ମିତlର ପରିଚୟ “ଅ ରୁ କ୍ଷ” କାର୍ଯକ୍ରମ ଅନୁଷ୍ଟିତ

ଚଣ୍ଡିଖୋଲ ୧୯/୧୨(କଳିଙ୍ଗ ପ୍ରଭା) ବଡଚଣା ଶାସନ ପୁରୁଷୋତ୍ତମ ପୁର ସ୍ଥିତ ଵିଦ୍ୟା ଫାଉଣ୍ଡେସନ ପକ୍ଷରୁ ଅସ୍ମିତା ର ପରିଚୟ ଅ”ରୁ କ୍ଷ”…

ସୁନାବେଡ଼ା ଟିମ୍ବର ନିକଟସ୍ଥ କେରାଣ୍ଡି ନଦୀରେ ଯୁବକ ନିଖୋଜ, ଅଗ୍ନିଶମ, ଓଡ୍ରାଫ୍ ଦଳ ପକ୍ଷରୁ ଖୋଜାଖୋଜି ଜାରି

ସୁନାବେଡ଼ା ,୧୭/୧୨/୨୪(ସମିସ): ସୁନାବେଡା ୨୬ ନଂ ଜାତୀୟ ରାଜପଥ ଟିମ୍ବର ନିକଟସ୍ଥ କେରାଣ୍ଡି ନଦୀକୁ ଗତ ସୋମବାର ସକାଳୁ ଡେଇଁ ଯୁବକ…