One Nation One Election: ୧୧ ଜଣ ବିଜେପି ସାଂସଦ ଭୋଟ୍ ସମୟରେ ଥିଲେ ଅନୁପସ୍ଥିତ

ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ସରକାର ମଙ୍ଗଳବାର ଦିନ ଲୋକସଭାରେ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍…

ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିବା ପରେ IPL ଖେଳିବେ ତ ଅଶ୍ୱିନ !

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆର୍ ଅଶ୍ୱିନ୍ । ଶେଷ ହୋଇଛି 14 ବର୍ଷର ଅନ୍ତର୍ଜାତୀୟ । ଭାରତ ବନାମ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କଲେ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କ କଥା ଦୋହରାଇଲେ ଉଭୟ ନେତାଦ୍ବିପାକ୍ଷିକ ସହଯୋଗିତାକୁ ଆହୁରୁ ସୁଦୃଢ କରିବା ଉପରେ ଉଭୟ ନେତାଙ୍କ ଆଲୋଚନା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ…

ମହାତ୍ମା ଗାନ୍ଧୀ ଏନଆରଇଜିଏସ ହିତାଧିକାରୀ, ନାଗରିକ ସମାଜ ସଂଗଠନର ପ୍ରତିନିଧି, କ୍ଷେତ୍ର କର୍ମକର୍ତ୍ତା ଏବଂ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶ ଅଧିବେଶନ ଆୟୋଜନଶ୍ରୀ ଶିବରାଜ ସିଂ…

ଫିଟ୍‌ ଇଣ୍ଡିଆ ସାଇକେଲ୍‌ ଚାଳନା ଅଭିଯାନ ଅନୁଷ୍ଠିତ

ଭୁବନେଶ୍ୱର, ୧୭ ଡିସେମ୍ବର : ମଙ୍ଗଳବାର କଟକ ସହରରେ ଫିଟ୍‌ ଇଣ୍ଡିଆ ସାଇକେଲ ଚାଳନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ – ପରିଣାମ ଉତ୍କର୍ଷ’ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ରାଜସ୍ଥାନରେ ୪୬,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶକ୍ତି, ସଡ଼କ, ରେଳବାଇ ଏବଂ ଜଳ ସମ୍ବନ୍ଧୀୟ ୨୪ଟି ପ୍ରକଳ୍ପର ଉଦଘାଟନ ଓ…

‘ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ; ଭାରତର ୧୦୦୦ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ

୧୭.୧୨.୨୦୨୪: ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ଆଜି ସକାଳେ ‘ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍’ର ଶୁଭାରମ୍ଭ ସହ ଫିଟ୍ ଇଣ୍ଡିଆ ଅଭିଯାନ…

ମହାକୁମ୍ଭ ମେଳା ଅବସରରେ ରେଳବାଇରେ ମାଗଣା ଯାତ୍ରା ସମ୍ବନ୍ଧରେ ସ୍ପଷ୍ଟିକରଣ

ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବରକୁ ରେଳ…

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଅନୁଷ୍ଠାନ ପକ୍ଷରୁ କମ୍ବଳ ବଣ୍ଟନ

କଟକ ୧୮-୧୨ରିଖ ସାରାଦେଶରେ ଶୀତରେ କମ୍ଫୁଥିବା ସମୟରେ ଆଜି ସାହାଯ୍ୟର ହାତ ବଢ଼ାଇ ଦେଇଛି ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର…