ମାଈ ବଡି ପୋଗ୍ରାମ ପ୍ରଥମ ଥର ନାରାୟଣ ସ୍କୁଲ ନୂଆପଡାରେ ଆରମ୍ଭ କଲେ.

କଟକ : ମାଇ ବଡି ପୋଗ୍ରାମ କଟକ ନୂଆପଡା ସ୍ଥିତ ନାରୟଣୀ ସ୍କୁଲରେ ଶନିବାର ଦିନ ହୋଇ ଯାଇଅଛି।ଏହି ପୋଗ୍ରାମରେ ସ୍କୁଲର ଛାତ୍ର ଓ ଛାତ୍ରୀ ମାନଙ୍କ ମାନେ ଭାଗ ନେଇଥିଲେ ସେମାନେ ନିଜ ଘରୁ ହାତ ତିଆରି ପିଠା, କାକରା, ଦହି ବରା ଇତ୍ୟାଦି ସବୁ ପ୍ରକାରର ଜିନିଷ ଆଣିକି ସ୍କୁଲରେ ଷ୍ଟଲ ପକେଇଥିଲେ।ଆଉ କହିଥିଲେ ପ୍ରଥମ ଥରରେ ଆମେ ବହୁତ ଖୁସି ଅଛୁ। ବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ଏ ବର୍ଷ ଆରମ୍ଭ କଲୁ ପ୍ରତି ବର୍ଷ କରିବୁ ବୋଲି ଆମେ ଆଶା ରଖିଛୁ। ପିଲାମାନଙ୍କ ଅଭିବାଭକ ମାନେ ବହୁ ଖୁସିରେ ଆମ ସହ ହାତ ବଢ଼େଇ ଅଛନ୍ତି। ପ୍ରତିବର୍ଷ ଆମ ସ୍କୁଲରେ ମାଈ ବଡି ପୋଗ୍ରାମ କରିବୁ.ଡି ଜି ଏମ, ପି ଶ୍ରୀନିବାସ ରାଓ, ପ୍ରିନସିପାଲ ଭି. ଭାରତୀ, ମୂଖ୍ୟ ଅତିଥି ଭାବେ -ଡ଼ଃ ଦେବାଶିଷ ଶାହୁ, ଏଥିରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେଜସ୍ୱିନୀ ପ୍ରଧାନ, ତପନ କୁମାର ସାହାଣୀ. ରିଜୁନାଲ ଇନଚାର୍ଜ -ରାକେଶ କୁମାର ପ୍ରଧାନ, ଆଡମିନିଷ୍ଟଅଫିସର -ଲଷ୍ମୀଧର ଆଚାର୍ଯ୍ୟ, ପ୍ରୋଗ୍ରାମ ଇନଚାର୍ଜ -ସୌରଭ କୁମାର ଜେନା, ସଫ୍ଟ ସ୍କିଲ ମେଣ୍ଟର -ସୁପ୍ରିୟା ତ୍ରିପାଠୀ, ବିଦ୍ୟାଳୟର ଉପ ଅଧ୍ୟକ୍ଷ -ଵିଷ୍ଣୁ ପ୍ରିୟା ଦାସ, ଇ -ଟେକ୍ନୋଲୋଜି ଭାଇସ ପ୍ରିନସିପାଲ -କୌଶଲ ବୁଦ୍ଧଦେବ ଇ-ଚାମ୍ପସ ଭାଇସ ପ୍ରିନସିପାଲ -ବି ରାଜେଶ୍ୱରୀ, ଇ କିଡ଼ଜ଼ ଭିପି -ମାନସ୍ବିନୀ ମିଶ୍ର, ହାର୍ଟ ଫୁଲ୍ଲ ଥାଙ୍କସ ଟୁ ମ୍ୟୁଜିକ ଟିଚର – ଅରମାନ ସାର ଓ ଶ୍ରୀକାନ୍ତ ସାର, ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *