ସାଗର କୂଳରେ ଜାହାଜ

ସାଗର କୂଳରେ ଜାହାଜ ଲାଗିଛିବସିଛି ଚାଳକ ଭାଇ,ଏପାରି ସେପାରି କରୁଅଛି ସେହିନାମ ତା’ କଳା-କହ୍ନେଇ । ଆସିଅଛୁ ମନ ଏପାରିକୁ ତୁହିବଣିଜ…

ପ୍ରଭୁ ହେ… ଦିଅ ମୋତେ ଦିବ୍ୟଜ୍ଞାନ

ପ୍ରଭୁ ହେ ………….🙏ଦିଆ ମୋତେ ଦିବ୍ୟଜ୍ଞାନ !ଯେଉଁ ଜ୍ଞାନ ଲଭି ଦେଖିବି ତୁମକୁମୁହିଁ ମୋ’ ସାରା ଜୀବନ ….. [0] ହେ…

ଜାତୀୟ ରେଡିଓ ଦିବସ (National Radio Day : 23 July)

ବଣ-ଜଙ୍ଗଲରେ ବାସ କରୁଥିଲେଯେ’ ଆଦିମ ଜନ-ଜାତି,ଏବେ ଚନ୍ଦ୍ରପୃଷ୍ଠେ ବିଚରଣ କରେବିଜ୍ଞାନର କରାମତି । କ୍ରମେ କ୍ରମେ ଜନ- ସମାଜ ସଂସ୍କୃତିପ୍ରଗତିର ବିକାଶନ,ବିଜ୍ଞାନ…

ଜାତୀୟ ସତେଜତା ଦିବସ

ମାନବ ଜୀବନ ଜଟିଳ ଦୁଃସହଚଳଣିରେ ଚାପ-ତାପ,ବୃତ୍ତି ବ୍ଯବସାୟ ଅବିଶ୍ରାନ୍ତ କାର୍ଯ୍ୟବୋଝରେ ଚିନ୍ତା ଅମାପ । ଉପଭୋଗମୟ ଜୀବନ ସୌରଭଚାପରେ ନଷ୍ଟ ବିଭ୍ରାନ୍ତ,ସାମୟିକ…

ଜାତୀୟ ଆମ୍ବ ଦିବସ ୨୨ ଜୁଲାଇ

ଆମ୍ବ ଗଛ ଆଉ ଆମ୍ବର ମାହାତ୍ମ୍ଯବୁଝାଇ କହିଲେ ଗୁରୁ,ପିଲାମାନେ ମନ ଧ୍ୟାନରେ ଶୁଣିଲେପାଠପଢ଼ା ଆରମ୍ଭରୁ । ଆମରି ଭାରତ ମହାନ ଦେଶରଆମ୍ବ…

ଜାତୀୟ ପତାକା ଦିବସ National Flag Day ଜୁଲାଇ ୨୨ ତାରିଖ ✍️ 22nd July

ପ୍ରତ୍ୟେକ ଦେଶର ଜାତୀୟ ପତାକାମାନ୍ଯ ଚିହ୍ନ ଅବଧାର୍ଯ୍ଯ,ଭାରତବର୍ଷର ତ୍ରିରଙ୍ଗା ମଧ୍ଯରେକମଳା ଧଳା ସବୁଜ । କମଳା ରଙ୍ଗର ସଂକେତ ଉତ୍ସାହଅଧ୍ୟାତ୍ମ୍ୟ ତ୍ଯାଗ…

ରୁମାଲ

ଏଇ ତ ମିତ୍ରମୁଖରୁ ଯିଏ ପୋଛିଦିଏ ସ୍ବେଦନେତ୍ରରୁ ଯିଏ ପୋଛିଦିଏ ଲୋତକ,ଶରୀର ହେଲେ ଧୂଳି ଧୂସରିତକରୁଥାଏ ବାରମ୍ବାର ପରିଷ୍କାର ପରିଚ୍ଛନ୍ନ ।…

ବିଶ୍ବ ଚନ୍ଦ୍ର ଦିବସ (20th July ✍️ ଜୁଲାଇ ୨୦ ତାରିଖ)

ଜହ୍ନ ମାମୁଁ ତୁମେ ସୌରମଣ୍ଡଳରେପୃଥିବୀର ଉପଗ୍ରହ,ଧରିତ୍ରୀ ମାତାର ଭ୍ରାତା ବୋଲି କିମ୍ପାଥରେ ନ କହୁଛ କୁହ ! ଜହ୍ନ ମାମୁଁ ତୁମେ…

ଜୀବନ ପ୍ରବାହ

ସୁଖ ଅଛି, ଦୁଃଖ ଅଛିଦୁହେଁ ବି ନାହାଁନ୍ତିକଳକଳ ଜୀବନ ପ୍ରବାହକାରଣ, ଜୀବନଟା ଜୀବନ କେବଳ । ପାପ ଅଛି, ପୁଣ୍ଯ ଅଛିଦୁହେଁ…

ଗଞ୍ଜା ଲଢ଼େଇ

କୁକୁଡ଼ା ପଲରେ ଗଞ୍ଜାଗୁଡ଼ିକ ଉନ୍ମାଦିତଦେଖି ଲଢ଼େଇ କରୁଥିବାର ଦୃଶ୍ଯବାବୁଭାୟା ହୋଇଥିଲେ ଆହ୍ଲାଦିତ ,ସେବେ ସେମାନେ ପାଇଥିଲେ ସୂତ୍ରଆଉ ଗଞ୍ଜା ଲଢ଼େଇ କରିବାକୁହୋଇଥିଲେ…