
ବାରିପଦା /ଉଦଳା ତା୦୧/୧୦/୨୦୨୬(କ: ବ୍ଯୁ)
ଆଜି ଗାନ୍ଧୀ ଜୟନ୍ତୀ,ସର୍ବତ୍ର ଜାତିର ଜନକ ମହାତ୍ମାଗାନ୍ଧୀଙ୍କ
ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହେଉଥିବା ଅବସରରେ ମୟୂରଭଞ୍ଜ ଜିଲ୍ଲା, କପ୍ତପଦା ଉପଖଣ୍ଡର ପେଡାଗଡି ଆଶ୍ରମ
ସ୍କୁଲରେ ସ୍ଥାପନ କରାଯାଇଥିବା
ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ।ଖରା ଵର୍ଷା ଓ ଖୋଲା ଆକାଶର ପକ୍ଷୀ ମାନଙ୍କ ମଳ,ଅହରହ ବର୍ଷା ଜଳରୁ ସୃଷ୍ଟ ସିଉଳି ଦ୍ବାରା ଆବୃତ
ହୋଇ ରହିଥିବା ଅବସ୍ଥାରୁ ଯଥାଶିଘ୍ର ଉଦ୍ଧାର ନିମନ୍ତେ ସାଧାରଣରେ ଦାବୀ ହେଉଛି
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)