“ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ”

ଉଦଳା : ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ!
ଉଦଳା ସଚେତନ ନାଗରିକ ମହମଞ୍ଚ ଆନୁକୂଲ୍ୟରେ ଆୟୋଜିତ
🔐 “ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ”
📅 ତା୦୫/୧୦/୨୦୨୬ରିଖ
(କ: ବ୍ଯୁ)ସୋମବାର
⏰ ସମୟ: ସକାଳ ୧୦:୪୫ ମିନିଟରୁ‌ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟାଳୟ, ଉଦଳା ଠାରେ ଅନୁଷ୍ଠିତ ହେବ।
ଅନଲାଇନ୍ ଠକେଇ, OTP/UPI ଫ୍ରଡ୍, ନକଲି ଲିଙ୍କ୍ ଓ ସୋସିଆଲ୍ ମିଡିଆ ଠକେଇରୁ ନିଜକୁ ଏବଂ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତୁ ସାଇବର ସୁରକ୍ଷା ବିଷୟରେ ଜାଣିବା ଓ ସଚେତନ ହେବା।
🤝 ଆପଣଙ୍କ ଯୋଗଦାନ — ଆପଣଙ୍କ ସୁରକ୍ଷା।
🙏 ସମସ୍ତ ସଚେତନ ନାଗରିକଙ୍କୁ ସାଦର ଆମନ୍ତ୍ରଣ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *