
ଚଣ୍ଡିଖୋଲ, ୨୨/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) ଯାଜପୁର ଜିଲ୍ଲାର ଧାନ ମଣ୍ଡଳ କୋଣାର୍କ ଝୋଟକଳ ୨୦୧୨ଅକ୍ଟୋବର ମାସରୁ ଉତ୍ପାଦନ ବନ୍ଦ ରହିଛି ।ଅକ୍ଟୋବର ୨୦୧୨ମସିହାରୁ କୋଣାର୍କ ଝୋଟ କଳ ରେ କାର୍ଯ୍ୟରତ ବଦଳି ଓ ନିୟମିତ ଶ୍ରମିକ ମାନେ ସ୍ବେଛାକୃତ ଅବସର ନେଇ ଥିଲେ। ଝୋଟ କଳ କର୍ତ୍ତୃପକ୍ଷ ବଦଳି ଶ୍ରମିକ ଙ୍କୁ ଗ୍ରାଚ୍ୟୁଟି ଅର୍ଥ ପ୍ରଦାନ କରି ନ ଥିଲେ