“ଉଦଳା ରେ‌‌ ବିଜେଡି ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ”

ବାରିପଦା -ଉଦଳା(କ: ବ୍ଯୁ)
ତା୨୩/୦୬/୨୦୨୬
ପୂର୍ବତ୍ତନ ବିଧାୟକ ଶ୍ରୀ ନାଥ ସୋରେନ ଙ୍କ ନେତୃତ୍ୱରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା। ଉକ୍ତ କାର୍ଯ୍ଯ କ୍ରମ ରେ ଯୋଗ ଦେଇ ଥିବା ନେତା ମାନଙ୍କର ମଧ୍ୟ ରେ, ବିଜେଡି ର ବରିଷ୍ଠ ନେତା ମନୋଜ ମହାନ୍ତି , ବନମାଳି ବେହେରା, ସୌଭାଗ୍ୟ କୁମାର ସାହୁ, ଅମିୟ କୁମାର ବଳ, ନରେନ୍ଦ୍ର ମୋହନ ରାଉତ, ଶଶଧର ସ୍ବାଇଁ, ଉଦଳା ବ୍ଲକ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ ,ଗୋପବନ୍ଧୁ ନଗର ବ୍ଲକ ସଭାପତି ସତ୍ୟବାନଉପ।ଳଧ୍ଯାୟ, କପ୍ତି ପଦା ବ୍ଲକ୍ ସଭାପତି ପ୍ରଶାନ୍ତ କୁମାର ବେହେରା, ଉଦଳା NAC ଉପାଧ୍ୟକ୍ଷ ଲିଲି ଭୋଳ, ନାରୀ ନେତ୍ରୀ ବିଜୟା ବାରିକ ,କାଉନସିଲର ଭାରତୀ ପାତ୍ର, ଯମୁନା ହେମ୍ବ୍ରମ୍ , ଯୁବ ନେତା ଆଶିଷ କୁମାର ଦାସ , ଶୈଳେଶ କୁମାର ବିଶ୍ୱାଳ ,ବୀଣାକାର ମହାପାତ୍ର ,ଭବାନୀଶଙ୍କର ମହାନ୍ତ, ପ୍ରଭୃତି ଯୋଗ ଦେଇ ଥିଲେ । ଏବଂ ଆଜିକାର ସାମ୍ବାଦିକ ସମ୍ମିଳନୀ କୁ ସବୁଜ ସୁନ୍ଦର କରିବା ପାଇଁ ଶ୍ରୀ ଚିତ୍ତରଞ୍ଜନ ବାରିକ୍, ପାଗାନ ମୁର୍ମୁ,ମାୟାଧର ନାଏକ,ପ୍ରତାପ ଚନ୍ଦ୍ର ବେହେରା ,ମୁଚିରାମ
ବେଶ୍ର। ଆଦି ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *