ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା : ୧୭.୦୫.୨୦୨୫ ସନିବାର ସକାଳ ୧୦ ଟା ୩୦ ମିନିଟ ସମୟରେ କେନ୍ଦ୍ରାପଡା ଟାଉନ ଥାନା ନିକଟସ୍ଥ ବଳଦେବଜୀଉ କଲ୍ୟାଣ ମଣ୍ଡପରେ କିଟ ,କିସ,କଳିଙ୍ଗ ଟିଭି ପକ୍ଷରୁ ପାଳନ କରାଯିବ ଦ୍ବାଦଶ ବାର୍ଷିକ ଆର୍ଟ ଅଫ ଗିଭିଙ୍ଗ ସଚେତନତା କାର୍ଯ୍ୟକ୍ରମ।ଆପଣଙ୍କର ଉପସ୍ଥିତ ଏକାନ୍ତ କାମ୍ୟ କରୁଛୁ ।

Leave a Reply

Your email address will not be published. Required fields are marked *