ନାଗରିକମାନଙ୍କୁ ଗୁଜବ ପ୍ରତି ସତର୍କ ରହିବାକୁ ପରାମର୍ଶ ଏଲପିଜି ବଣ୍ଟନକୁ ପ୍ରାଥମିକତା, ଭୁଲ ସୂଚନା ବିରୋଧରେ ସତର୍କତା ବଜାୟ ରଖିବାକୁ…
Day: April 4, 2026
ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀସେବା ଯୋଗାଇଦେବା ରେଳବାଇର ପ୍ରାଥମିକତା : ଶ୍ରୀଅଶ୍ୱିନୀବୈଷ୍ଣବ
ନୂଆଦିଲ୍ଲୀ : କେନ୍ଦ୍ରରେଳ, ସୂଚନା ଓ ପ୍ରସାରଣଏବଂଇଲେକ୍ଟ୍ରୋନିକ୍ସଏବଂସୂଚନାପ୍ରଯୁକ୍ତିମନ୍ତ୍ରୀଶ୍ରୀଅଶ୍ୱିନୀବୈଷ୍ଣବଆଜିନୂଆଦିଲ୍ଲୀରରେଳଭବନରେସାରାଦେଶରରେଳଅଧିକାରୀଙ୍କସହଏକସମୀକ୍ଷାବୈଠକରେଅଧ୍ୟକ୍ଷତାକରିଛନ୍ତି। କେନ୍ଦ୍ରମନ୍ତ୍ରୀଗୁରୁତ୍ୱାରୋପକରିକହିଛନ୍ତି,ଗରିବଏବଂମଧ୍ୟମବର୍ଗଙ୍କୁଏକଉତ୍ତମଯାତ୍ରାଅଭିଜ୍ଞତାପ୍ରଦାନକରିବାଭାରତୀୟରେଳବାଇରସର୍ବୋଚ୍ଚପ୍ରାଥମିକତାହୋଇରହିଛି। ଏହିଲକ୍ଷ୍ୟହାସଲଦିଗରେମିଳିତଭାବେକାର୍ଯ୍ୟକରିବାଲାଗିସେସମସ୍ତଅଧିକାରୀଙ୍କୁଆହ୍ୱାନକରିଥିଲେ। ଶ୍ରୀବୈଷ୍ଣବମଧ୍ୟସମଗ୍ରରେଳବାଇପରିବାରକୁଗତବର୍ଷସେମାନଙ୍କରପ୍ରଶଂସନୀୟପ୍ରଦର୍ଶନପାଇଁଅଭିନନ୍ଦନଜଣାଇଥିଲେ। ସେକହିଥିଲେ,ରେଳଦୁର୍ଘଟଣାରେଐତିହାସିକହ୍ରାସଏବଂରେକର୍ଡସଂଖ୍ୟକମାଲପରିବହନଯୋଗୁଁସାରାଦେଶରେଭାରତୀୟରେଳବାଇରଭାବମୂର୍ତ୍ତିରେଉଲ୍ଲେଖନୀୟଉନ୍ନତିଘଟିଛି। ପର୍ବପର୍ବାଣୀସମୟରେବହୁସଂଖ୍ୟକସ୍ୱତନ୍ତ୍ରଟ୍ରେନରପ୍ରଭାବୀପରିଚାଳନାକୁମଧ୍ୟସେପ୍ରଶଂସାକରିଥିଲେ, ଯାହାଯାତ୍ରାରବର୍ଦ୍ଧିତଚାହିଦାକୁପୂରଣକରିବାରେସହାୟକହୋଇଥିଲା। ଯାତ୍ରୀଙ୍କଅଭିଜ୍ଞତାରଗୁରୁତ୍ୱ ଉପରେଆଲୋକପାତକରିକେନ୍ଦ୍ରମନ୍ତ୍ରୀକହିଥିଲେ,ରେଳଷ୍ଟେସନଗୁଡ଼ିକଜନସାଧାରଣଙ୍କସମ୍ମୁଖରେଭାରତୀୟରେଳବାଇରଚେହେରାଏବଂଏହାକୁସ୍ୱଚ୍ଛତଥାଭଲଭାବେରକ୍ଷଣାବେକ୍ଷଣକରାଯିବାଆବଶ୍ୟକ। ସମସ୍ତଷ୍ଟେସନରେସ୍ୱଚ୍ଛତାଏବଂଉନ୍ନତଯାତ୍ରୀସୁବିଧାସୁନିଶ୍ଚିତକରିବାପାଇଁସମ୍ପୂର୍ଣ୍ଣଉତ୍ସର୍ଗୀକୃତଭାବରେକାର୍ଯ୍ୟକରିବାକୁସେଅଧିକାରୀମାନଙ୍କୁଅନୁରୋଧକରିଥିଲେ। ଗତଦଶନ୍ଧିମଧ୍ୟରେରେଳବାଇରଆଧୁନିକୀକରଣପାଇଁରେକର୍ଡଆବଣ୍ଟନବିଷୟରେଉଲ୍ଲେଖକରିସେଗୁରୁତ୍ୱାରୋପକରିକହିଥିଲେ,…
ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ।
ଵଡଚଣା ୨/୪ : ଆଜି ଅପରାହ୍ନରେ ସୁକିନ୍ଦା ର ମାନ୍ୟବର ବିଧାୟକ ତଥା ଓଡ଼ିଶା ସରକାରଙ୍କର ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ…
ବଡଚଣା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷଙ୍କ ସହ ଦୁଇ ଶହରୁ ଉର୍ଦ୍ଧ ନେତା ବିଜେଡି ଛାଡି ବିଜେପିରେ ମିଶିଲେ।
ଵଡଚଣା,୦୩/୦୩ : ବଶ୍ୱର ସର୍ବ ବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତାକୁ…
ଗାଇସିଲେଟ ମହାବିଦ୍ୟାଳୟରେ ଏକ ଦିବାସୀୟ ସଂପାନ ଓ ଆଲୋଚନା ଚକ୍ର
ଗାଇସିଲେଟ :- 02-04-2026 (କ ବ୍ୟୁ ) ଆଜି ବରଗଡଜିଲ୍ଲା ଗାଇସିଲେଟର ପଂଚାୟତ ସମିତି ମହା ବିଦ୍ୟାଳୟ ଠାରେ ଏକ ଦିବସୀୟ…
ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର, ଜଣଙ୍କ ଅବସ୍ଥା ଗୁରୁତର
ପୁରୀ ୨।୪(ବଳରାମ ତ୍ରିପାଠି): ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର…
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ : ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ପାଣିରୁ ବାହାର କଲେ ଭୋଇ ସେବକ
ପୁରୀ ୨/୪ (ବଳରାମ ତ୍ରିପାଠି): ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା । ମହାପ୍ରଭୁଙ୍କ ଗ୍ରୀଷ୍ମକାଳୀନ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ…
ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚଢ଼ାଉ
ପୁରୀ ୨/୪ (ବଳରାମ ତ୍ରିପାଠି):ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଦେଶ କ୍ରମେ ଗ୍ୟାସ ଯୋଗାଣ କୁ ସୁନିୟନ୍ତ୍ରିତ କରିବା ସହ…
ଟେଲିକମ ସେବା କୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ
ପୁରୀ ୨/୪(ବଳରାମ ତ୍ରିପାଠି ):ରଥଯାତ୍ରା ସମୟରେ ଟେଲିକମ ସେବା ର ଗୁରୁତ୍ୱ ଅଧିକ।ବିଏସଏନଏଲ ସହ ବିଭିନ୍ନ ଟେଲିକମ କମ୍ପାନୀ ମାନେ ସେମାନଙ୍କ…
ବାଣ ବିସ୍ପୋରଣ ରେ ନାବାଳକ ମିଶାଇ ୬ ଗୁରୁତର
ଦଶପଲ୍ଲା : ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ପୋରଣ ଘଟି ୬ ଜଣ ଗୁରୁତର ଆହତ…