ଗହଣା ଦୋକାନରୁ ଲୁଟ୍ ।

କେନ୍ଦ୍ରାପଡ଼ା : ସୁନା ଦୋକାନରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ଗହଣା। କେନ୍ଦ୍ରାପଡ଼ା ଠାକୁରହାଟ ନିକଟ ଗହଣା ଦୋକାନରୁ ଲୁଟ୍। CCTVରେ ଲୁଟର ଚିତ୍ର ଦେଖି ଘଟଣାସ୍ଥଳକୁ ଆସିବା ବେଳକୁ ବାଇକ୍ ଛାଡ଼ି ଛୁ ମାରିଲେ ଦୁର୍ବୃତ୍ତ। ଘଟଣାସ୍ଥଳରୁ ଗ୍ୟାସ କଟର, ହେଲମେଟ୍ ଓ ଗ୍ଲୋବସ ଜବତ ହୋଇଥିବାବେଳେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ।

Leave a Reply

Your email address will not be published. Required fields are marked *