ବିଜେପ ର ୪୭ ତମ ପ୍ରତିଷ୍ଠା ଦିବସ ରେ ୧୧ ରେ ପତାକା ଉତୋଳନ l

ପାରାଦୀପ : ପାରାଦୀପ ଭାରତୀୟ ଜନତା ପାର୍ଟି ବିଜେପି ତରଫରୁ ୪୭ ତମ ପ୍ରତିଷ୍ଠା ଦିବସ ରେ ପାରାଦୀପ ଗୋପାଳ ଜୀଉ କଲୋନୀ ୧୧ ୱାର୍ଡ ରେ ରଞ୍ଜନ ବେହେରା ଙ୍କ ନେତ୍ରୁତ୍ୟୋ ରେ ପତାକା ଉତୋଳନ କରାଯାଇ ଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟ କ୍ରମ ରେ ପାରାଦୀପ ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ବାଇଁ ଙ୍କ ପ୍ରତିନିଧି ସର୍ବେଶ୍ଵର ବଳିୟାର ସିଂ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ବିଜେପି ମଣ୍ଡଳ ସଭାପତି ତଥା ପାରାଦୀପ ପୌର ପରିଷଦ ୯  ନମ୍ୱର୍ ୱାର୍ଡ ପାରିଷଦ ସୁବ୍ରତ ପ୍ରଧାନ ପାରାଦୀପ ଗୋପାଳ ଜୀଉ କଲୋନୀ ର ବହୁ ନେତ୍ରୁ ମଣ୍ଡଳୀ ସୁଶାନ୍ତ ପଣ୍ଡା, ଅମୟ କୁମାର ରାଉତ ରାୟ, ବୈକୁଣ୍ଠ ନାୟକ, ଉଲ୍ଲାସ ବେହେରା, ପ୍ରଫୁଲ୍ଲ ଦାସ, ଅକ୍ଷୟ ଦାସ, ଅଜୟ ମୁଦୁଲି,ଅବଦୁଲ ଗଫାର୍ , ସରୋଜ ରାଉତ୍ ଖଗେଶ୍ବର ଦାସ , ବୃନ୍ଦାବନ ଦାସ, ବାପି ସାହୁ, ବିଜୟ ମହାନ୍ତି, ବିଷ୍ଣୁ ପ୍ରଧାନ,ବିଷ୍ଣୁ ପ୍ରିୟା ଶତପଥୀ, ଗୀତ ଦେବୀ, ତପସ୍ୱିନୀ ମହାନ୍ତି, ଯୁବତୀ ପରିଡ଼ା, ଗୋଲାପ ରାଣୀ ଓଝା, ପ୍ରମିଳା ମୁଦୁଲି, ଦିପ୍ତି ସ୍ବାଇଁ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଏଥିରେ ବହୁ ମହିଳା କର୍ମୀ ଓ ବହୁ ବୁଦ୍ଧି ଜିବୀ ଦଳୀୟ କର୍ମୀ ଯୋଗ ଦେଇ ଭାରତୀୟ ଜନତା ପାର୍ଟି ବିଜେପି ର ୪୭  ତମ ପ୍ରତିଷ୍ଠା ଦିବସ ରେ ପତାକା ଉତୋଳନ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ଏଥି ସହ ପାରାଦୀପ ର ବିଭିନ୍ନ ୱାର୍ଡ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପତାକା ଉତୋଳନ କରାଯାଇ ଖୁସି ମନାଇ ଥିବା ଦେଖାଯାଇଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *