ସମୂହ ଦୀପଦାନ ଓ ପାର୍ଥନା ସଭା

କଟକ : ପ୍ରତିବର୍ଷ ଭଳି ଚଳିତ ବର୍ଷ ସହିଦ ଦିବସ ପାଳନ ଅବସର ରେ ଆସନ୍ତା ତା23.03.2026 ରିଖ (ସୋମବାର ) ସନ୍ଧ୍ୟା 6.00 ଘଟିକା ରେ ସମୂହ ଦୀପଦାନ,ପାର୍ଥନା ସଭା କାର୍ଯ୍ୟକ୍ରମ ର ଆୟୋଜନ ଓ ଏହା ସହିତ ସ୍ବର୍ଗଧାମ ର ଇତିହାସ କୁ ଭିଡିଓ ଚିତ୍ର ମାଧ୍ୟମ ରେ ପଦର୍ଶିତ କରାଯିବାର ଆୟୋଜନ କରାଯାଇଅଛି |
ଏଣୁ ଆପଣ ମାନେ ସ୍ବର୍ଗଧାମ , ଖାନନଗର ଠାରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରାଇବା ନିମନ୍ତେ ସଭାପତି ଶରତ କୁମାର ସାହୁଙ୍କ ଅନୁରୋଧ |

Leave a Reply

Your email address will not be published. Required fields are marked *