ଗାଇସିଲେଟ : ଶୀତ ପରେ ଖରା ଦିନ ଆସିଲେ ଲୋକେ ବିଲ ସଫେଇ କରିବାକୁ ଯାଇ ବହୁତ କ୍ଷତି ଓ ଅସୁବିଧାରେ ପଡନ୍ତି l ସେପରି ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମପଞ୍ଚାୟତ ର ବ୍ରାହ୍ମଣମାଳ ଗାଁରେ ଘଟଣାଟି ଘଟିଛି l ଆଜି ଜଣେ ଶ୍ରୀ ଶୁକ୍ରୁ ସୁନା ପି -ରଘୁ ସୁନା ନାମକ ଜଣେ ନିରୀହ ଗରିବ ଲୋକ ଛେଳି କିଛିପୋଷି ନିଜ ପରିବାର ଚଳାଉ ଥିଲେ, l ଦୈଵlତ ବିଲରୁ ନିଆଁ ଅଶି ଗାଁ ପାଖ ପାଳ ଗଦାରେ ଲାଗି ଘରେ ଲାଗି ଯାଇଥିଲା l ଶୁକୃଙ୍କ ଘରଟି ଚାଲ ଘର ଓ ନିକଟରେ ଥିବାରୁ ନିଆଁ ଲାଗି ଯାଇଥିଲା l ବିଚରା ଶୁକ୍ରୁ ଛେଳିଙ୍କୁ ଚରାଇଆଣି ଘରେ ବାନ୍ଧିଦେଇ ପଡୋଶୀ ଗାଁକୁ ବାହାଘର ଯିବାବେଳେ ଖବର ପାଇଁ ଅଶି ଦେଖେଁ ତ ତାଙ୍କ ପ୍ରଥମ ଛେଳି ସହିତ ଚାରି ପାଞ୍ଚଟି ପୋଡି ମାରି ଯାଇଛନ୍ତି l ଏହା ଦେଖି ଦୁଃଖରେ ମ୍ରିୟମାଣ ହୋଇ ହତାଶ ହୋଇଗଲା l ଗ୍ରାମବାସୀ ଏହି ଦୃଶ୍ୟ ଦେଖ ସହଯୋଗ କରିବାକୁ ସାହସ ଦେଲେ ଓ ଯଥାସ୍ଥାନରେ କଟବହାଲ ସରପଞ୍ଚ ଶ୍ରୀମତୀ ପଣ୍ଡା ଆଶି ନିଜେ ଖାଇବl ଓ ରହିବାର ସବୁ ସୁବିଧା କରିବି ଓ ସରକାରଙ୍କ ସହଯୋଗ କରେଇବି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ l ସରପଞ୍ଚଙ୍କ ସ୍ୱାମୀ ଜଣେ ଦିନ ଦୟାଳୁ ହୋଇ ଥିବାରୁ ସମସ୍ତ ଦିଗରେ ସହାୟ ନିଶ୍ଚୟ କରିବି ବୋଲି କଥା ଦେଇଛନ୍ତି l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ