
ବିରିପଦା/ବେତନଟୀ(କ:ବ୍ଯୁ)ତା୧୪\୦୧\୨୦୨୬ ଗତ କଲି ରାତ୍ରି ୦୯ ଘଟିକା ସମୟରେ ବେତନଟୀ ବ୍ଳକର ଭୂତପୂର୍ବ ଚେୟାରମ୍ୟାନ୍ ଓ ତତ୍କାଳୀନ ଜନତା ଦଳର ବରିଷ୍ଠ ନେତା ସୋମନାଥ ପରିଡା ଇହଲୀଳା ସମ୍ବରଣ କରିଛନ୍ତି।ଶେଷ ସମୟରେ ତାଙ୍କ ସମସ୍ତ ପରିବାର ଉପସ୍ଥିତ ଥିବାବେଳେ ଆତ୍ମୀୟ ଶୋଦର ପାଖପଡୋସୀ ତଥା ମାନ୍ଯଗଣ୍ଯ ବ୍ଯକ୍ତିମାନେ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)