“ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ସମ୍ଭନ୍ଧୀୟ ସଚେତନତା ରଥ ଶୁଭାରମ୍ଭ”

ବାରିପଦା(କ:ବ୍ଯୁ) -ତା୧୩\୦୮\୨୫ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ ବିପର୍ଯୟ ପରିଚାଳନା କତୃପକ୍ଷ, ମୟୂରଭଞ୍ଜଙ୍କ ତରଫରୁ ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା…

“ବିଶ୍ୱ ଅଙ୍ଗ ଦାନ ଦିବସ ପାଳିତ”

ବାରିପଦା(କ:ବ୍ଯୁ)ତା୧୩.୦୮.୨୦୨୫ଅଙ୍ଗଦାନ ଏକ ମହତ୍ ଦାନ । ପ୍ରତିବର୍ଷ ଅଗଷ୍ଟ ମାସର ୧୩ ତାରିଖ ରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ…

୫୦ତମ ପ୍ରତିଷ୍ଠା ଦିବସ ଓ ଗୌରବମୟ ସ୍ଵର୍ଣୀମ ଜୟନ୍ତୀ ର ଉଦ୍ଘାଟନୀ ଉତ୍ସବ।

ଚଣ୍ଡିଖୋଲ : ୧୨/୮(କ ବ୍ୟୁ)ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ୫୦ତମ ପ୍ରତିଷ୍ଠା ଦିବସ ଓ…

ଶାନ୍ତିଲତା ଗ୍ରୁପ ପକ୍ଷରୁ ନୂତନ ଅଶୋକ ଲିଲେଣ୍ଡ ଓ ମହିନ୍ଦ୍ରା ଟ୍ରାକ୍ଟର ଶୋରୁମ ଉଦ୍ଘାଟିତ 

ଚଣ୍ଡିଖୋଲ ୧୨/୮(କ ବ୍ୟୂ) ଆଜି ଚଣ୍ଡିଖୋଲ ସ୍ଥିତ ଶାନ୍ତିଲତା ଟାୱାର ନିକଟରେ ଶାନ୍ତିଲତା ଗ୍ରୁପ ପକ୍ଷରୁ ନୂତନ ଅଶୋକ ଲିଲେଣ୍ଡ ଓ…

ଜନ ବିନା ଜନଶୁଣାଣୀକ୍ୱାର୍ଜ୍ ଏବଂ କ୍ୱାର୍ଜାଇଟ ମାଇନସକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା : ( ଅଜୟ ରଥ ) – ଜନ ନଥାଇ ଜନଶୁଣାଣୀ, ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାୟଗଡ…

ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର:- ପାପଡ଼ା ହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ଅଗଷ୍ଟ…

୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା

ନବରଙ୍ଗପୁର ୧୧/୦୮ : ବହୁ ପ୍ରତୀକ୍ଷିତ ଦଶ ଦଫା ଦାବୀ ପୁରଣ କରିବା ରେ ରାଜ୍ଯ ସରକାର ଙ୍କ ସହ ଆଲୋଚନା…

“ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ଅଧ୍ୟକ୍ଷ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜିତ”

ବାରିପଦା (କ:ବ୍ଯୁ) ତା୧୨\୦୮\୨୫ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ମାନଙ୍କର…

ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଅନୁଷ୍ଠିତ ।

ରାୟଗଡ-: ( ଅଜୟ ରଥ ) -ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ…

ପ୍ରକୃତି ଡାକ୍ତର

ପ୍ରକୃତି ଡାକ୍ତର ସେବା ନିରନ୍ତରକାହାକୁ କରିନି ମନାକର୍ମ ତା ଧରମ ଆନନ୍ଦ ପରାଣଦେଇନି କେବେ ଯନ୍ତ୍ରଣା।ନିଃଶ୍ବାସ ପ୍ରଶ୍ବାସ ଚଳ ପ୍ରଚଳନନାମଟି ଅଟେ…