କ୍ୱାର୍ଜ୍ ଖଣି ଉତ୍ତୋଳନ ବିରୋଧରେ ସ୍ଥାନୀୟଙ୍କ ଦାବି ପତ୍ର

ରାୟଗଡ଼ା(ତପନ କାଡ୍ରାକା)ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ କ୍ୱାର୍ଜ୍ ଖଣି ଉତ୍ତୋଳନକୁ ନେଇ ସ୍ଥାନୀୟ ଲୋକଙ୍କର ବିରୋଧ ଜାରି ରହିଛି । ବଡ଼ଇରୁକୁବାଡ଼ି ଗ୍ରାମ…