୫ମ ଓ ୮ମ ପିଲାଙ୍କ ବାର୍ଷିକ ପରୀକ୍ଷା ବାଧ୍ୟତାମୂଳକସ୍ଵାଗତ ଯୋଗ୍ୟ ପଦକ୍ଷେପ କହିଲେ ଅଂସ୍ଲୋ ଶିକ୍ଷକ ।୨୦୦୮ରେ ଶେଷ ଥର ହୋଇଥୁଲା ୭ମ ବୋର୍ଡ ପରୀକ୍ଷା |

ଛତ୍ରପୁର : ୧୪.୦୭.୨୫

(ମିଥୁନ ବାରିକ୍)

ଛତ୍ରପୁର : ରାଜ୍ୟ ସରକାର ଙ୍କ ପୁଣି ନୂତନ ଶିକ୍ଷା ଢାଞ୍ଚା ରେ ପିଲାଙ୍କ ପରୀକ୍ଷା ଉପରେ ବଧତ୍ୟା ମୂଳକ । ଏଣିକି ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ବାର୍ଷିକ ପରୀକ୍ଷା ଦେବେ । ଦୁଇ ଥର ବିଫଳ ହେଲେ ତଳ ଶ୍ରେଣୀରେ ରହିବେ। ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା ମାପିବା ପାଇଁ ସରକାର ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା | ପ୍ରଚଳନ କରିବାକୁ ଯାଉଛନ୍ତି। ଏଥିପାଇଁ ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧୂକାର ୯୦୯୮ (ସଂଶୋଧନ) ଅଧୂନିୟମ, ୨୦ ପରିବର୍ତ୍ତନ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ପରି କରାଯାଇଛି। ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା । ଏହା ଅନୁସାରେ ପଞ୍ଚମ ଏବଂ ଅଷ୍ଟମ ତ୍ରଛାତ୍ରୀଙ୍କୁ ଶ୍ରେଣୀର ସମସ୍ତ ଛାତ୍ରଛା ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ। ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପ ଡଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ। ପୁନଃପରୀକ୍ଷା ପରେ ମଧ୍ଯ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥ‌ିବା ଛାତ୍ରଛାତ୍ରୀଙ୍କୁ ସମାନ ଶ୍ରେଣୀ ଣୀରେ ରଖାଯାଇପାରିବ । ତେବେ ପ୍ରାଥମିକ ଶିକ୍ଷା ସମାପ୍ତ ନ ହେ ହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବନା ନାହିଁ ମାଗଣା ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହି ସଂଶୋଧନ ଶିଶୁଙ୍କ ମାଚ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ର ଧାରା ୩ ସହିତ ସମନ୍ବିତ। ଏହି ପରିବର୍ତ୍ତନ ଶିକ୍ଷାଗତ ଗତ ମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧୂକାର ଧୂକାରରୁ ବଞ୍ଚିତ ନହେବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧ ବଦ୍ଧତାକୁ ପ୍ରତିଫଳିତ କରିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପିଲାମାନେ କେତେ ଭଲ ଶିକ୍ଷା ଗ୍ରହଣ କରିଛନ୍ତି, ତାହା ଜାଣିବା ପାଇଁ ଏହ ଏହା ଏକ ଭଲ ସୁଯୋଗ। ପିଲାଙ୍କ ଦକ୍ଷତା ବଢ଼ିବ। ତଳସ୍ତରରୁ ପିଲାମାନେ କେତେ ସକ୍ଷମ ହେଉଛନ୍ତି ତାହା ଜାଣିବା ଜରୁରୀ। ଏହି ପଦକ୍ଷେପ ଶିକ୍ଷା ବ୍ୟବସ୍ଥା ସଂସ୍କାର ଆଣିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାକୁ ଶିକ୍ଷକ ମହଲରେ ମଧ୍ଯ ସ୍ଵାଗତ କରାଯାଇଛି। ଶୈକ୍ଷିକ ଯୋଗ୍ୟତ ତା ମୂଲ୍ୟାଙ୍କନ ପାଇଁ ଏହା ଏକ ଭଲ ସୁଯୋଗ। ଯାହାଦ୍ଵାରା ହାଦ୍ଵାରା ଛାତ୍ରଛାତ୍ରୀଙ୍କ ପ୍ରତି ଅଧିକ ଗୁରୁତ୍ଵ ପ୍ରଦାନ କରି କରିହେବ। ପୂର୍ବରୁ ର୍ବରୁ କେବଳ ୭ମ ଶ୍ରେଣୀରେ ବୋର୍ଡ ପରୀକ୍ଷା । ଥିଲା। ୨୦୦୮ ମସିହାରେ ଶେଷ ଥର ପାଇଁ ଏହି ପରୀକ୍ଷା ହୋଇଥୁଲା । ସେହି ଭଳି ଗଂଜାମ ଜିଲ୍ଲା ର ଛତ୍ରପୁର ର ପିଏ ମ୍ ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ପଦକ୍ଷେପ କୁ ସ୍ଵାଗତ କରିବା ସହ ଛାତ୍ର ଛାତ୍ରୀ ଓ ଅବିବାହକ ମାନଙ୍କ ପାଇଁ ଭଲ ପଦକ୍ଷେପ ହେବ ବୋଲି ଶିକ୍ଷୟତ୍ରୀ ସବିତା ରାଣୀ ତ୍ରିପାଠୀ ଓ ଜଗଦୀଶ ଚନ୍ଦ୍ର ପଲାଇ କହିଛନ୍ତି ।

Leave a Reply

Your email address will not be published. Required fields are marked *