ବନାଞ୍ଚଳ (କେନ୍ଦୁପତ୍ର ) ଗାଇସିଲେଟରେ ଚେକର ମନୋନୟନ କଲେ ସଭାପତି l

ଗାଇସିଲେଟ :: ସରକାରଙ୍କୁ ଗୁହାରି ଜଣାଏ କିଏ ? ଅଂଚଳରେ ମନୋନୀତ ବ୍ୟକ୍ତି ଗାଁ ରୁ ସହର ଲୋକଙ୍କ ସୁବିଧା ଅସୁବିଧା ନିଜେ ଦେଖି ଓ ଜାଣି ତା ରି ଗୁହାରୀରେ ହୁଏ ବିଲ l ଯାହା ଗରିବଙ୍କ ପାଇଁ ଯୋଜନାର ସହାୟତା ନିୟମ l କେନ୍ଦୁପତ୍ର ବନାଞ୍ଚଳ ଗାଇସିଲେଟ ସମସ୍ତ ଚେକର ମାନେ ଆଜି କେନ୍ଦୁପତ୍ର ତୁଲାଳିରୁ ନେଇ ସମସ୍ତ ଅସୁବିଧା ଜଣାଉଛନ୍ତି ପୁରୁଣା ଚେକରକୁ l ଏହାର ସୁବିଧା ପାଇଁ ଚେକରମାନେ ଏକ ଶାନ୍ତ ଶିଷ୍ଟ ସରଳ ଭଦ୍ର ସଭାପତି ମନୋନୟନ କରୁଛନ୍ତି l ଆମ ଗାଇସିଲେଟରୁ ଚେକର ମୁଖ୍ୟ ଶ୍ରୀ ନାରାୟଣ ପୋଡ଼ -ଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା – ସଭାପତି, ଶ୍ରୀଯୁକ୍ତ ସୁସନୁ ସାଗର -ସମ୍ପାଦକ ଭାବେ ମନୋନୟନ କରାଯାଇଛି l ସବୁ ବର୍ଷ ଭଳି ଏ ବର୍ଷ କରାଯାଇଛି ଲକିନ୍ତୁ ଶ୍ରୀ ଅଶୋକ ପଣ୍ଡା କାର୍ଯ୍ୟରେ କର୍ମ ତତ୍ପର ଓ ଗରିବଙ୍କ ବନ୍ଧୁ ଭଳି କାର୍ଯ୍ୟ କରି ଆସୁଛନ୍ତି l ଏଣୁ ସମସ୍ତ ଚେକର ଓ କର୍ମଚାରୀ ବହୁତ ଖୁସି ଅନୁଭବ ହେଉଛନ୍ତି l ଗରିବଙ୍କ ଦୁଃଖ ସୁଖ ବୁଝି ସରକାରଙ୍କୁ ଜଣେଇ ଯଥାଶୀଘ୍ର ସାହାଯ୍ୟରେ ହାତ ବଢ଼େଇଥାନ୍ତି l ଚେକର ମୁଖ୍ୟ, ସେ ମଧ୍ୟ ଜଣେ ଗରିବ ସେବାରେ ଦିନ ବିତେଇଥାନ୍ତି ଓ ସମ୍ପାଦକ ମହାଶୟ ମଲମ ମୁନରେ ନିପୁଣତା ରହିଛି l ଏପରି ସହଯୋଗୀ ପାଇଥିବାରୁ ରେଞ୍ଜ ମୁଖ୍ୟ ଅଧିକାରୀ ଖୁସିରେ ନିଶ୍ଚିନ୍ତ ରହିବାର ପ୍ରୟାସ କରିଛନ୍ତି l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ ନିୟୁଜ କଳିଙ୍ଗପ୍ରଭା

Leave a Reply

Your email address will not be published. Required fields are marked *