ଚ୍ୟାଲେଞ୍ଜ ମୋଡ୍ ମାଧ୍ୟମରେ ରାଜ୍ୟମାନଙ୍କ ସହ ଭାଗିଦାରୀରେ ବିକଶିତ ହେବ ଶ୍ରେଷ୍ଠ ୫୦ ପର୍ଯ୍ୟଟନ ସ୍ଥଳୀଘରୋଇ କ୍ଷେତ୍ର ସହ ଭାଗିଦାରୀରେ ଭାରତରେ…
Day: February 2, 2025
‘ସହରକୁ ବିକାଶ କେନ୍ଦ୍ର’ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ପ୍ରତିଷ୍ଠା
New Delhi :: ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ର ଶୁଭାରମ୍ଭଗିଗ୍ ଶ୍ରମିକଙ୍କ ପାଇଁ…
ସମସ୍ତ ଏମଏସଏମଇ ପାଇଁ ବର୍ଗୀକରଣ ସମ୍ବନ୍ଧୀୟ ନିବେଶ ଏବଂ ବ୍ୟବସାୟ ସୀମା ଯଥାକ୍ରମେ ୨.୫ ଗୁଣ ଏବଂ ୨ ଗୁଣକୁ ବୃଦ୍ଧି କରାଯିବ
ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭର ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛିଏଣ୍ଟରପ୍ରାଇଜ୍…
ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି : କେନ୍ଦ୍ର ରେଳ ମନ୍ତ୍ରୀ
ନୂଆଦିଲ୍ଲୀ, ୧ ଫେବୃଆରୀ:କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର…
କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ୍ ୨୦୨୫-୨୬: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ବଜେଟ୍ ୨୦୨୫-୨୬ ହେଉଛି ଏକ ବୃହତ ଶକ୍ତି : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ…
ଜଳ ଜୀବନ ମିଶନ ପାଇଁ ବଜେଟ୍ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧିଜଳ ଜୀବନ ମିଶନ୍ ଅବଧି ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତଆସନ୍ତା ତିନିବର୍ଷ ମଧ୍ୟରେ ମିଶନ ୧୦୦% ଲକ୍ଷ୍ୟ ହାସଲ କରିବ
New Delhiଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା…
ବ୍ୟାଟେରୀ ଚାଳିତ ଆବର୍ଜନା ବାହନ ପାଇଁ ଉପଯୁକ୍ତ କାଗଜପତ୍ର ଅଭାବକୁ ନେଇ ବିବାଦ,ବାତିଲ କରିବା ପାଇଁ ପୌରପାଳିକାରୁ ନିର୍ଦ୍ଦେଶ , ପୌରକାର୍ଯ୍ୟାଳୟର ଫାଟକରେ ତାଲା ପକାଇ ପ୍ରତିବାଦ କଲେ ବିଓଭି ଗାଡ଼ି ମାଲିକ ଓ ଏସଏଚଜି ଗ୍ରୁପ ର ମହିଳାମାନେ
ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରପାଳିକାରେ ଅଳିଆ ସଂଗ୍ରହ ପାଇଁ ବ୍ୟବହୃତ ବ୍ୟାଟେରୀ ଗାଡ଼ି (ବିଓଭି)କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଗତକାଲି…
ସରସ୍ବତୀ ପୂଜା
(ମାନଗୋବିନ୍ଦ ସ୍ବାଇଁ) ସରସ୍ବତୀ ମାଆ ବିଦ୍ୟା ପ୍ରଦାୟନୀଆଭୂଷଣ ସୁସଜ୍ଜିତବିଦ୍ୟାଳୟ ଆଜି ସୁନ୍ଦର ଦିଶୁଛିଉତ୍ସବ ହୁଏ ମଣ୍ଡିତ।ହାତରେ ବୀଣାକୁ ଧାରଣ କରିଛହଂସ ବାହନ…
ଗରିବଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ସରକାରଙ୍କ ଆଦେଶ
ଡାଙ୍ଗବାହାଲ :: ବରଗଡ ଜିଲ୍ଲା ଗାଇସିଲେଟu ବ୍ଲକର ଡାଙ୍ଗବାହାଲ ପଞ୍ଚାୟତରେ ଆଜି , ଗାଇସିଲେଟ ବ୍ଲକର ବି ଡି ଓ ଲକ୍ଷ୍ମଣ…