ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତର

New Delhi :: ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପକୁ ସ୍ପଷ୍ଟ ଭାବେ ଦୃଢ କରିଥାଏ: ପ୍ରଧାନମନ୍ତ୍ରୀଆମେ…

କେନ୍ଦ୍ର ବଜେଟ୍‌ 2025-26ର ମୁଖ୍ୟାଂଶ

New Delhi :: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍…

ସାଧାରଣ ବଜେଟ 2025-26 ର ସାରାଂଶ

1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ…

ପ୍ରେସ କ୍ଲବ ଚଣ୍ଡିଖୋଲ ର ପ୍ରାକ୍ତନ ସଭାପତିଙ୍କ ପତ୍ନୀ ବିୟୋଗ।

ଚଣ୍ଡିଖୋଲ ୨୨/୧(କବ୍ୟୁ) ପ୍ରେସ୍ କ୍ଳବ୍ ଚଣ୍ଡିଖୋଲ ପ୍ରାକ୍ତନ ସଭାପତି, ପାକ୍ଷିକ ସମ୍ବାଦ ପତ୍ର କଳିଙ୍ଗପ୍ରଭା ର ସମ୍ପାଦକ, ଗଣପତି ଜ୍ଞାନ ମନ୍ଦିର…

ହୃଦଘାତରେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ

ଚଣ୍ଡିଖୋଲ : 21/1 ,ପ୍ରେସକ୍ଳବ ଚଣ୍ଡିଖୋଲର ପ୍ରାକ୍ତନ ସଭାପତି ତଥା ପାକ୍ଷିକ ସମ୍ବାଦପତ୍ର କଳିଙ୍ଗପ୍ରଭାର ପୂର୍ବତନ ସମ୍ପାଦକ ସ୍ବର୍ଗତ ପ୍ରଦୀପ୍ତ କୁମାର…

କଳିଙ୍ଗପ୍ରଭା ମାଲିକାଣୀ ରଙ୍ଗଲତା ପରିଡାଙ୍କ ଦେହାନ୍ତ

କଟକ : କଳିଙ୍ଗପ୍ରଭା ଖବରକାଗଜ ର ମାଲିକାଣୀ ରଙ୍ଗଲତା ପରିଡାଙ୍କ ଆଜି କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି ୤…

ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାରେ ଏନଡିଆରଏଫର ୨୦ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଶ୍ରୀ ଅମିତ ଶାହ ଏନଆଇଡିଏମର ଦକ୍ଷିଣ କ୍ୟାମ୍ପସ, ଏନଡିଆରଏଫର ଦଶମ ବାଟାଲିୟନ ଏବଂ ଆଞ୍ଚଳିକ ପ୍ରତିକ୍ରିୟା କେନ୍ଦ୍ରର ସୁପୌଲ କ୍ୟାମ୍ପସ ସମେତ ପାଖାପାଖି ୨୨୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତିବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି – ଆଭିମୁଖ୍ୟ, ପଦ୍ଧତି ଏବଂ ଉଦ୍ଦେଶ୍ୟଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ଉଭା ହୋଇଛିଖୁବ୍ କମ୍ ସମୟ ମଧ୍ୟରେ ଏନଡିଆରଏଫ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ନିଜର ବିଶ୍ୱସନୀୟତା ବୃଦ୍ଧି କରିଛିମୋଦୀ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ପାଇଁ ଏନଡିଆରଏଫ, ଏନଡିଏମଏ ଓ ଏନଆଇଡିଏମ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାମ କରୁଛନ୍ତିବିପର୍ଯ୍ୟୟ ସମୟରେ ଏନଡିଆରଏଫ ଯବାନ ଆସିଲେ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସୁରକ୍ଷିତ ଅଛନ୍ତି ବୋଲି ନିଶ୍ଚିତ ହୁଅନ୍ତି, ସିଡିଆରଆଇ ପ୍ରତିଷ୍ଠା କରି ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛିଆନ୍ଧ୍ରପ୍ରଦେଶର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମୋଦୀ ସରକାର ଦୃଢ ଭାବେ ଠିଆ ହୋଇଛନ୍ତି

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି – ଆଭିମୁଖ୍ୟ, ପଦ୍ଧତି ଏବଂ ଉଦ୍ଦେଶ୍ୟଆଜି ବିପର୍ଯ୍ୟୟ…

ଆଜି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାକୁମ୍ଭ ୨୦୨୫ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଅମୃତ ସ୍ନାନରେ ୩.୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି

ମେଳା ଅଞ୍ଚଳରେ ୫୦,୦୦୦ ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ; ଘାଟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗଙ୍ଗା ସେବା ଦୂତ ନିୟୋଜିତ…

ଓଡ଼ିଶା ସୌର ନିବେଶକ ସମ୍ମିଳନୀ: ୩ ହଜାର କୋଟି ଟଙ୍କାରୁ ଅଧିକ ମଞ୍ଜୁର କରିଛି ଇରେଡା; ରାଜ୍ୟ ପାଇଁ 10 ଗିଗାୱାଟ ଆରଇ ଲକ୍ଷ୍ୟ ନିମନ୍ତେ ସିଏମଡିଙ୍କ ପ୍ରତିଶ୍ରୁତି

23.12.2024 : ଗ୍ରିଡକୋ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସୌର ନିବେଶକ ସମ୍ମିଳନୀରେ ଇଣ୍ଡିଆନ୍ ରିନିୱେବଲ୍ ଏନର୍ଜି ଏଜେନ୍ସି ଲିମିଟେଡ୍ (ଇରେଡା)ର…

ସବୁ ଜିଲ୍ଲାରେ ସାଇବର ଥାନା ଖୋଲିବ, ୨୦୨୬ ସୁଦ୍ଧା ଓଡ଼ିଶା ହେବ ମାଓ ମୁକ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୬୯ତମ ପୁଲିସ୍ ଡ୍ୟୁଟି ମିଟର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…