ପାରାଦୀପ ବିୟର ଫ୍ୟାକ୍ଟ୍ରୀ ନିକଟରେ ଆଜି ଏକ ଢ଼ାବା ଏବଂ ହୋଟେଲ ଖୋଲା ଯାଇଥିବା ବେଳେ ଏହି ହୋଟେଲ ନାମ ରଖା ଯାଇଛି ଦିଲିଦାର ହୋଟେଲ ଏବଂ ଫ୍ୟାମିଲ୍ ରେଷ୍ଟୁରାଣ୍ଟ l ଏହି ହୋଟେଲରେ ସାଧାରଣ ଲୋକଙ୍କ ଠାରୁ ବଡ଼ ବଡ଼ ଲୋକଙ୍କ ପରିବାର ଧରି ଖାଇ ପରିବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି l ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ପେୟ ପ୍ରସ୍ତୁତ କରାଯାଉ ଥିବା ବେଳେ କିଛି କିଛି ବାର ରବିବାର, ବୁଧବାର, ଏ ଭଳି ବାର ରହିଛି ଯେଉଁ ବାରରେ କି ଆମିଷ ଖାଇ ପାରିବେ ସେଇ ସବୁ ବାରରେ ମଟନ, ଚିକେନେ ମାଛ ଘାଣ୍ଟ ସହିତ ଚୁଙ୍ଗୁଡ଼ି ଫ୍ରାୟ ସାଙ୍ଗକୁ ଅଣ୍ଡlର ବିଭିନ୍ନ ପ୍ରକାର ଆଇଟମ ମଧ୍ୟ ମିଳି ବାର ବେବସ୍ଥା କରାଯାଇଛି l ଏ ସବୁ ଖାଦ୍ୟର ମୂଲ୍ୟ ଗ୍ରାହକ ମାନଙ୍କୁ ସୁହାଇ ବା ଭଳି କରାଯାଇ ଥିବା ବେଳେ ଅତି ସାଧାରଣ ଗ୍ରାହକ ମଧ୍ୟ ଶାନ୍ତିରେ ଓ ପେଟପୂରା ଖାଦ୍ୟ ସୁଲଭ ଦରରେ ଦିଆ ଯାଉଥିବା ହୋଟେଲ ର ମାଲିକ ଙ୍କ ଠାରୁ ଜଣା ଯାଇଛି l ଆଗକୁ ଏହି ହୋଟେଲ ଜରୀଆରେ ବିଭିନ୍ନ ପ୍ରକାର ଉନ୍ନତ ମାନର ଖାଦ୍ୟ ପେୟ ପରିବେଷଣ ର ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ଯୋଜନା କରାଯାଇଛି l ଏହି ବିଷୟରେ ହୋଟେଲ ର ମାଲିକ ବିଭୁତି ଭୁଷଣ ମହାନ୍ତି ନିଜେ ନିଜ ମୁଁହରେ କହିଥିବା ଜଣା ଯାଇଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି