
ଛତ୍ରପୁର: ୨୪.୦୨.୨୫
(ମିଥୁନ ବାରିକ୍)
ଛତ୍ରପୁର : ସୋମବାର ଛତ୍ରପୁର ରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦେବାଶିଷ ମହାନ୍ତି । ପୂର୍ବରୁ ସେ କୋଦଳା ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଇଥିଲେ ପରେ ପୁରୀ ରୁ ଗଞ୍ଜାମ ଜିଲ୍ଲା ର ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଥାନା ଅଧିକାରୀ ଙ୍କ ପ୍ରଥମ ଲକ୍ଷ୍ୟ ରହିଛି ପ୍ରଥମେ ସହର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦୁର କରିବା ଏବଂ ଚୋରି ବା ଡକାୟତି କୁ ରୋକିବା ପାଇଁ ପ୍ରଥମ ଦାୟିତ୍ଵ ରହିବା ସହ ରୋଡ଼ ରୋମୀୟ ଙ୍କ ଉପରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି ।