ରାଧାନାଥ ଉଚ୍ଚତର ଶକ୍ଷି ା ଅନୁଧ୍ୟାନ ପ୍ରତଷ୍ଠିାନ ୧୦୦ ବ ର୍ଷ ଧରି ଅନନକ ଦକ୍ଷ ତଥା ପ୍ରଶିକ୍ଷିତ
ଶିକ୍ଷକ ସୃଷ୍ଟି କରିଛି, ଯାହା ଏକ ବଡ ଉପଲବ୍ଧି
ନାକ୍ ଅଧିସ୍ୱୀକୃତି ପାଇଁ ଆନବଦନ କରିବା ପାଇଁପ୍ରତଷ୍ଠିାନର କର୍ତ୍ୃଷପକ୍ଷଙ୍କୁପରାମଶଷ
ଶିକ୍ଷକଙ୍କ ତାଲିମ ପାଇଁ ନ
ୂ
ଆ ପାଠ୍ୟକ୍ରମ ସହ ଚାରବିର୍ିଆ ଇଣ୍ଟଗ୍ରି ନେଡ୍ େଚିର୍ ଏଜ୍ୁୟନକସନ
ନପ୍ରାଗ୍ରାମ ଆରମ୍ଭ ନହବ
ପ
ୂ
ବଷସରକାର ଶିକ୍ଷକ ଅାାବ ନଯିୁ୍ିର ବାହାନା ନଦଖାଇ ଏହି ପ୍ରତିଷ୍ଠାନକୁବନ୍ଦ କରି ଅନୟ
କନଲଜ୍ ସହ ମିଶାଇ ନଦବା ପାଇଁ ନଯାଜ୍ନା କରିଥିନଲ
ରାଜ୍ୟନର ବିଇଡି ପାଠ୍ୟକ୍ରମ ପାଇଁଅଧିକ ଅନୁଷ୍ଠାନ ନଖାଲିବା ନନଇ ରାଜ୍ୟ ସରକାରଙ୍କ ସହ
ଆନଲାଚନା ନହବ
ଶକ୍ଷି ାର ବକିାଶ ଏବଂ ଶକ୍ଷି ାନୁଷ୍ଠାନର ଉନ୍ନତିକରଣକୁଆମକୁଗୁରୁତ୍ୱ ନଦବାକୁନହବ
ସ୍କଲୁ ନର ଡ୍ରପ ଆଉେ ହାର ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ଦାୟିତ୍ୱ ନନଇଛନ୍ତି



କଟକ, ଡିରସମବର ୨୪ – ସ୍କଲୁ ଛାତ୍ରଛାତ୍ରୀଙ୍କ ପାଇଁ ଡଶିାନର ଶକ୍ଷିକ ଶକ୍ଷିାର ବକିାଶ ନହବ ।
ଶିକ୍ଷକମାନଙ୍କର ଆବଶୟକତା, ଯୁବକ ଯୁବତୀଙ୍କ ସ୍ୱାଥଷ ରାଜ୍ୟର ଉଜ୍ଜ୍ୱଳ ାବର୍ିୟତକୁଦୃଷ୍ଟିନର ରଖି ନକନ୍ଦ୍ର
ରାଜ୍ୟ ସରକାରଙ୍କ ମିଳିତ ସହନଯାଗନର ଦାୟିତ୍ୱ ନିଆଯିବ ନବାଲି ମଙ୍ଗଳବାର କେକ ସ୍ଥିତ ରାଧାନାଥ
ଉଚ୍ଚତର ଶକ୍ଷି ା ଅନୁଧ୍ୟାନ ପ୍ରତଷ୍ଠିାନ(ଆର୍ ଏନ ଆଇଏଏସ ଇ)ର ଶତବାର୍ିକୀ ସମାନରାହନର
ନଯାଗନଦଇଛନ୍ତି ନକନ୍ଦ୍ର ଶିକ୍ଷା ମନ୍ତ୍ରୀ ଧନମଷନ୍ଦ୍ର ପ୍ରଧାନ ।
ପ୍ରତଷ୍ଠିାନର ଶତବାର୍ିକୀ ପର
ୂ
ଣ ନହବା ଅବସରନର ଶନୁାଚ୍ଛା ଜ୍ଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ନଯ
ଶକ୍ଷିକମାନଙ୍କୁପ୍ରଶକ୍ଷିଣ ପ୍ରଦାନ କରିରାଜ୍ୟନର ଗୁଣାତ୍ମକ ଶକ୍ଷିାର ବକିାଶ କରବିା ଲକ୍ଷୟନର ୧୮୬୯ନର
କେକ ନମଷାଲ ସ୍କଲ୍ୁ ପ୍ରତିଷ୍ଠା ନହଲା । ପନର ଏହାର ନାମ ବଦଳିକେକ ନେନଂି ସ୍କଲୁ ଏବଂ ପରବର୍ତ୍ଷୀ
ପଯଷୟାୟନର କେକ ନେନିଂ କନଲଜ୍ ନହାଇଥିଲା । ନତନବ ୧୯୨୩ରୁ ଏହି କନଲଜ୍ ରାଧାନାଥ
ଇନ ଷ୍ଟିଚୁୟଟ୍ ଅଫ୍ ଆଡ୍ାାନ ସଡ୍ ଷ୍ଟଡିଇନ ଏଜ୍ୁନକସନ ନାମନର ଦୀର୍ଷ ୧୦୦ ବ ର୍ଷ ଧରି ଅନନକ ଦକ୍ଷ
ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରି ରାଜ୍ୟନର ଗୁଣାତ୍ମକ ଶକ୍ଷିାର ବକିାଶନର ପ୍ରମୁଖ ା
ୂ
ମିକା ନବିାଷହ କରଆି ସଛୁ ି
। ନରନାନସା ବିଶ୍ୱବିଦୟାଳୟର କନିକା ଲାଇନେରୀ ପନର ଏହିପ୍ରତିଷ୍ଠାନନର ଥିବା ଲାଇନେରୀ
ଉଚ୍ଚନକାେୀର । ଏହିଅନୁଷ୍ଠାନନର ବିଇଡି, ଏମଇଡି, ଏମଫିଲ୍ ଆଦି ପାଠ୍ୟକ୍ରମ ରହିଥିବା ନବନଳ ଏଠ୍ାରୁ
ଉର୍ତ୍ୀର୍ଣ୍ଷ ନହାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନନ ରାଜ୍ୟ, ନଦଶ ତଥା ନଦଶ ବାହାନର କାଯଷୟ କରି ସୁନାମ
ଆଣିଛନ୍ତି । ଏହିଅନୁଷ୍ଠାନକୁଶନହ ବର୍ଷପ
ୂ
ରଣ ନହବା ଆମ ରାଜ୍ୟ ପାଇଁ ଏକ ନଗୌରବମୟ ଉପଲବ୍ଧି ।
ଏହି ସମାନରାହନର ଶ୍ରୀ ପ୍ରଧାନ ନାକ୍ ଅଧିସ୍ୱୀକୃତି ପାଇଁ ଆନବଦନ କରିବାକୁପ୍ରତଷ୍ଠିାନର କର୍ତ୍ୃଷପକ୍ଷଙ୍କୁ
ପରାମଶଷ ନଦବା ସହ କହିଛନ୍ତି, ଏହିଅନୁଷ୍ଠାନ ନାକ୍ ମାନୟତା ପାଇପାରିନଲ ପ୍ରଧାନମନ୍ତ୍ରୀ ନନରନ୍ଦ୍ର
ନମାଦୀଙ୍କ ଦ
ୂ
ରଦୃଷ୍ଟିସମ୍ପନ୍ନ ଜ୍ାତୀୟ ଶକ୍ଷି ା ନୀତରି ପରାମଶଷଅନୁସାନର ଏଠ୍ାନର ଶିକ୍ଷକଙ୍କ ତାଲିମ ପାଇଁ
ନ
ୂ
ଆ ପାଠ୍ୟକ୍ରମ ସହ ଚାରବିର୍ିଆ ଇଣ୍ଟଗ୍ରି ନେଡ୍ େଚିର୍ ଏଜ୍ୁୟନକସନ ନପ୍ରାଗ୍ରାମ(ଆଇେିଇପି) ବା ସମନିିତ
ଶିକ୍ଷକ ଶିକ୍ଷା କାଯଷୟକ୍ରମ ଆରମ୍ଭ ନହାଇପାରିବ । ଅନ୍ତଃ-ବିାାଗୀୟ ପାଠ୍ୟକ୍ରମ ପ୍ରଚଳନ ନହାଇପାରିବ ।
ପ
ୂ
ବଷସରକାର ଦାୟିତ୍ୱହୀନ କାରଣରୁଶିକ୍ଷକ ଅାାବ ନଯିୁ୍ିର ବାହାନା ନଦଖାଇ ଏହି ପ୍ରତିଷ୍ଠାନକୁବନ୍ଦ
କରି ଅନୟ କନଲଜ୍ ସହ ମିଶାଇ ନଦବା ପାଇଁ ନଯାଜ୍ନା କରିଥିନଲ । ମାତ୍ର ପ୍ରତିବାଦ ନହବାରୁସରକାର
ତାଙ୍କ ନିଷ୍ପତି ବଦଳାଇବା ପାଇଁ ବାଧ୍ୟ ନହାଇଥିନଲ । ଆମ ପିଲାମାନଙ୍କ ପାଖନର ଦକ୍ଷତା ଅଛି, ଯାହା
ଏକବଂିଶ ଶତାବ୍ଦୀର ଆବଶୟକତାକୁପ
ୂ
ରଣ କରବି । ଡିଆ ଛାତ୍ରଛାତ୍ରୀମାନନ କର୍ଣ୍ଷାେକ, ଝାଡଖଣ୍ଡ
ଛତିଶଗଡକୁଯାଇ ନସଠ୍ାନର ବିଇଡି ପାଠ୍ ପଢୁଥିବା ନବନଳ ଏଠ୍ାନର କାହକିଁିପ
ୂ
ବଷ ସରକାର ବଇିଡି
ପାଠ୍ୟକ୍ରମକୁପ୍ରତ୍ସାହତି କରପିାରନିଲ ନାହିଁ? ବର୍ତ୍ଷମାନ ରାଜ୍ୟନର ବିନଜ୍ପିର ଡବଲ ଇଞ୍ଜିନ ସରକାର ଅଛି
। ଆଗାମୀ ଦିନନର ଦୁଇବର୍ିଆ କିମିା ଚାରିବର୍ିଆ ବିଇଡିପାଠ୍ ପଢିବା ପାଇଁଅଧିକ ଅନୁଷ୍ଠାନ ନଖାଲିବା
ନିମନନ୍ତ ରାଜ୍ୟ ସରକାରଙ୍କ ସହ ଆନଲାଚନା ନହବ । ଡିଶାର ାବର୍ିୟତ ସୁରକ୍ଷା ଯୁବକ ଯୁବତୀଙ୍କ
ସ୍ୱାଥକଷ ୁଦୃଷ୍ଟିନର ରଖି ଏକ ନୀତିପ୍ରଣୟନ କରିବା ନନଇ ମଧ୍ୟ ଆନଲାଚନା ନହବ ।
ଏକବିଂଶ ଶତାବ୍ଦୀନର ଶିକ୍ଷାର ମହତ୍ତ୍ୱ ନଯତିକି ବଢିଛି, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ତା’ ଠ୍ାରୁ ଯନଥଷ୍ଟ
ନବଶି ବୃଦ୍ଧି ପାଇଛି । ଶକ୍ଷିକଙ୍କ ଆବଶୟକତା ପ
ୂ
ରଣ ନନହନଲ ନସମାନନ ସମ୍ଭବତଃ ାଲ ଶକ୍ଷି ାଦାନ
କରିପାରିନବ ନାହିଁ । ନଯନତନବନଳ ଆନମ ‘ବିକଶିତ ଡିଶା’ ‘ବିକଶିତ ାାରତ’ର ଲକ୍ଷୟ ପ
ୂ
ରଣ କରବିା
ଦିଗନର ଅଗ୍ରସର ନହଉନଛ, ନସ ସମୟନର ଶକ୍ଷି ାର ବକିାଶ ଏବଂ ଶକ୍ଷି ାନୁଷ୍ଠାନର ଉନ୍ନତିକରଣକୁଆମକୁ
ଗୁରୁତ୍ୱ ନଦବାକୁନହବ । ରାଜ୍ୟନର ଗୁଣାତ୍ମକ ଶକ୍ଷି ା ପ୍ରଦାନ ସହ ସମସ୍ତ ଶକ୍ଷିକଙ୍କ ଦକ୍ଷତା ବୃଦ୍ଧି ଆମର
ଲକ୍ଷୟ ଦାୟିତ୍ୱ ।
ସ୍କଲୁ ନର ଡ୍ରପ ଆଉେ ହାର ପ୍ରସଙ୍ଗନର ଶ୍ରୀ ପ୍ରଧାନ କହିଛନ୍ତି ନଯ ଏହିଡ୍ରପ ଆଉେ ହାରକୁହ୍ରାସ କରିବା
ପାଇଁ ଡବଲ ଇଞ୍ଜିନ ସରକାର ପ୍ରୟାସ କରୁଛନ୍ତି। ପରୀକ୍ଷାକୁଚାପମୁ୍ କରବିା ପାଇଁପଡବି । ଏହି
ଲକ୍ଷୟନର ‘ପରୀକ୍ଷା ନପ ଚଚ୍ଚଷା’ ମାଧ୍ୟମନର ପ୍ରଧାନମନ୍ତ୍ରୀ ପରୀକ୍ଷା ସହ ଜ୍ଡତି ଚାପକୁଦ
ୂ
ର କରବିା ଏବଂ
‘ଏଗଜ୍ାମ୍ ିାରିୟସଷ’ଙ୍କ ପ୍ରସ୍ତୁତକିୁ ନପ୍ରାତ୍ସାହତ କରିବା ି ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ
ଅାିାାବକଙ୍କ ସହ ଆନଲାଚନା କରୁଛନ୍ତି। ନଶ୍ରଣୀଗୃହ, ଆବଶୟକ ଶିକ୍ଷକ ଆନୁର୍ଙ୍ଗିକ ବୟବସ୍ଥା ଏବଂ
ାିର୍ତ୍ିା
ୂ
ମକିୁସୁବୟବସ୍ଥିତ କରିଡ୍ରପ୍ ଆଉେ କମାଇବା ପାଇଁ ଆମ ସରକାରଙ୍କ ପ୍ରନଚଷ୍ଟା ରହିବ ।
ଏହି ଶତବାର୍ିକୀ ସମାନରାହନର ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଯୁବ ବୟାପାର ମନ୍ତ୍ରୀ ଶ୍ରୀ ସୂ
ରଜ୍ ସୂ
ଯଷୟବଂଶୀ,
ସାଂସଦ ାର୍ତ୍ଷୃହରି ମହତାବ ଏବଂ ବିଧାୟକମାନନ ପ୍ରମଖୁ ଉପସ୍ଥିତ ଥିନଲ ।