କଟକ ରାଧାନାଥ ଉଚ୍ଚତର ଶକ୍ଷିା ଅନୁଧ୍ୟାନ ପ୍ରତଷ୍ଠିାନର ଶତବାର୍ଷକିୀ ସମାରରାହରର ରକନ୍ଦ୍ରମନ୍ତ୍ରୀଓଡିଶାରର ଶିକ୍ଷକ ଶିକ୍ଷାର ବିକାଶ ରହବ- ଧରମେନ୍ଦ୍ର ପ୍ରଧାନ

ରାଧାନାଥ ଉଚ୍ଚତର ଶକ୍ଷି ା ଅନୁଧ୍ୟାନ ପ୍ରତଷ୍ଠିାନ ୧୦୦ ବ ର୍ଷ ଧରି ଅନନକ ଦକ୍ଷ ତଥା ପ୍ରଶିକ୍ଷିତ
ଶିକ୍ଷକ ସୃଷ୍ଟି କରିଛି, ଯାହା ଏକ ବଡ ଉପଲବ୍ଧି
 ନାକ୍ ଅଧିସ୍ୱୀକୃତି ପାଇଁ ଆନବଦନ କରିବା ପାଇଁପ୍ରତଷ୍ଠିାନର କର୍ତ୍ୃଷପକ୍ଷଙ୍କୁପରାମଶଷ
 ଶିକ୍ଷକଙ୍କ ତାଲିମ ପାଇଁ ନ
ୂ
ଆ ପାଠ୍ୟକ୍ରମ ସହ ଚାରବିର୍ିଆ ଇଣ୍ଟଗ୍ରି ନେଡ୍ େଚିର୍ ଏଜ୍ୁୟନକସନ
ନପ୍ରାଗ୍ରାମ ଆରମ୍ଭ ନହବ
 ପ
ୂ
ବଷସରକାର ଶିକ୍ଷକ ଅାାବ ନଯିୁ୍ିର ବାହାନା ନଦଖାଇ ଏହି ପ୍ରତିଷ୍ଠାନକୁବନ୍ଦ କରି ଅନୟ
କନଲଜ୍ ସହ ମିଶାଇ ନଦବା ପାଇଁ ନଯାଜ୍ନା କରିଥିନଲ
 ରାଜ୍ୟନର ବିଇଡି ପାଠ୍ୟକ୍ରମ ପାଇଁଅଧିକ ଅନୁଷ୍ଠାନ ନଖାଲିବା ନନଇ ରାଜ୍ୟ ସରକାରଙ୍କ ସହ
ଆନଲାଚନା ନହବ
 ଶକ୍ଷି ାର ବକିାଶ ଏବଂ ଶକ୍ଷି ାନୁଷ୍ଠାନର ଉନ୍ନତିକରଣକୁଆମକୁଗୁରୁତ୍ୱ ନଦବାକୁନହବ
 ସ୍କଲୁ ନର ଡ୍ରପ ଆଉେ ହାର ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ଦାୟିତ୍ୱ ନନଇଛନ୍ତି

କଟକ, ଡିରସମବର ୨୪ – ସ୍କଲୁ ଛାତ୍ରଛାତ୍ରୀଙ୍କ ପାଇଁ ଡଶିାନର ଶକ୍ଷିକ ଶକ୍ଷିାର ବକିାଶ ନହବ ।
ଶିକ୍ଷକମାନଙ୍କର ଆବଶୟକତା, ଯୁବକ ଯୁବତୀଙ୍କ ସ୍ୱାଥଷ ରାଜ୍ୟର ଉଜ୍ଜ୍ୱଳ ାବର୍ିୟତକୁଦୃଷ୍ଟିନର ରଖି ନକନ୍ଦ୍ର
ରାଜ୍ୟ ସରକାରଙ୍କ ମିଳିତ ସହନଯାଗନର ଦାୟିତ୍ୱ ନିଆଯିବ ନବାଲି ମଙ୍ଗଳବାର କେକ ସ୍ଥିତ ରାଧାନାଥ
ଉଚ୍ଚତର ଶକ୍ଷି ା ଅନୁଧ୍ୟାନ ପ୍ରତଷ୍ଠିାନ(ଆର୍ ଏନ ଆଇଏଏସ ଇ)ର ଶତବାର୍ିକୀ ସମାନରାହନର
ନଯାଗନଦଇଛନ୍ତି ନକନ୍ଦ୍ର ଶିକ୍ଷା ମନ୍ତ୍ରୀ ଧନମଷନ୍ଦ୍ର ପ୍ରଧାନ ।
ପ୍ରତଷ୍ଠିାନର ଶତବାର୍ିକୀ ପର
ୂ
ଣ ନହବା ଅବସରନର ଶନୁାଚ୍ଛା ଜ୍ଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ନଯ
ଶକ୍ଷିକମାନଙ୍କୁପ୍ରଶକ୍ଷିଣ ପ୍ରଦାନ କରିରାଜ୍ୟନର ଗୁଣାତ୍ମକ ଶକ୍ଷିାର ବକିାଶ କରବିା ଲକ୍ଷୟନର ୧୮୬୯ନର
କେକ ନମଷାଲ ସ୍କଲ୍ୁ ପ୍ରତିଷ୍ଠା ନହଲା । ପନର ଏହାର ନାମ ବଦଳିକେକ ନେନଂି ସ୍କଲୁ ଏବଂ ପରବର୍ତ୍ଷୀ
ପଯଷୟାୟନର କେକ ନେନିଂ କନଲଜ୍ ନହାଇଥିଲା । ନତନବ ୧୯୨୩ରୁ ଏହି କନଲଜ୍ ରାଧାନାଥ
ଇନ ଷ୍ଟିଚୁୟଟ୍ ଅଫ୍ ଆଡ୍ାାନ ସଡ୍ ଷ୍ଟଡିଇନ ଏଜ୍ୁନକସନ ନାମନର ଦୀର୍ଷ ୧୦୦ ବ ର୍ଷ ଧରି ଅନନକ ଦକ୍ଷ
ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରି ରାଜ୍ୟନର ଗୁଣାତ୍ମକ ଶକ୍ଷିାର ବକିାଶନର ପ୍ରମୁଖ ା
ୂ
ମିକା ନବିାଷହ କରଆି ସଛୁ ି
। ନରନାନସା ବିଶ୍ୱବିଦୟାଳୟର କନିକା ଲାଇନେରୀ ପନର ଏହିପ୍ରତିଷ୍ଠାନନର ଥିବା ଲାଇନେରୀ
ଉଚ୍ଚନକାେୀର । ଏହିଅନୁଷ୍ଠାନନର ବିଇଡି, ଏମଇଡି, ଏମଫିଲ୍ ଆଦି ପାଠ୍ୟକ୍ରମ ରହିଥିବା ନବନଳ ଏଠ୍ାରୁ
ଉର୍ତ୍ୀର୍ଣ୍ଷ ନହାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନନ ରାଜ୍ୟ, ନଦଶ ତଥା ନଦଶ ବାହାନର କାଯଷୟ କରି ସୁନାମ
ଆଣିଛନ୍ତି । ଏହିଅନୁଷ୍ଠାନକୁଶନହ ବର୍ଷପ
ୂ
ରଣ ନହବା ଆମ ରାଜ୍ୟ ପାଇଁ ଏକ ନଗୌରବମୟ ଉପଲବ୍ଧି ।
ଏହି ସମାନରାହନର ଶ୍ରୀ ପ୍ରଧାନ ନାକ୍ ଅଧିସ୍ୱୀକୃତି ପାଇଁ ଆନବଦନ କରିବାକୁପ୍ରତଷ୍ଠିାନର କର୍ତ୍ୃଷପକ୍ଷଙ୍କୁ
ପରାମଶଷ ନଦବା ସହ କହିଛନ୍ତି, ଏହିଅନୁଷ୍ଠାନ ନାକ୍ ମାନୟତା ପାଇପାରିନଲ ପ୍ରଧାନମନ୍ତ୍ରୀ ନନରନ୍ଦ୍ର
ନମାଦୀଙ୍କ ଦ
ୂ
ରଦୃଷ୍ଟିସମ୍ପନ୍ନ ଜ୍ାତୀୟ ଶକ୍ଷି ା ନୀତରି ପରାମଶଷଅନୁସାନର ଏଠ୍ାନର ଶିକ୍ଷକଙ୍କ ତାଲିମ ପାଇଁ
ନ
ୂ
ଆ ପାଠ୍ୟକ୍ରମ ସହ ଚାରବିର୍ିଆ ଇଣ୍ଟଗ୍ରି ନେଡ୍ େଚିର୍ ଏଜ୍ୁୟନକସନ ନପ୍ରାଗ୍ରାମ(ଆଇେିଇପି) ବା ସମନିିତ
ଶିକ୍ଷକ ଶିକ୍ଷା କାଯଷୟକ୍ରମ ଆରମ୍ଭ ନହାଇପାରିବ । ଅନ୍ତଃ-ବିାାଗୀୟ ପାଠ୍ୟକ୍ରମ ପ୍ରଚଳନ ନହାଇପାରିବ ।
ପ
ୂ
ବଷସରକାର ଦାୟିତ୍ୱହୀନ କାରଣରୁଶିକ୍ଷକ ଅାାବ ନଯିୁ୍ିର ବାହାନା ନଦଖାଇ ଏହି ପ୍ରତିଷ୍ଠାନକୁବନ୍ଦ
କରି ଅନୟ କନଲଜ୍ ସହ ମିଶାଇ ନଦବା ପାଇଁ ନଯାଜ୍ନା କରିଥିନଲ । ମାତ୍ର ପ୍ରତିବାଦ ନହବାରୁସରକାର
ତାଙ୍କ ନିଷ୍ପତି ବଦଳାଇବା ପାଇଁ ବାଧ୍ୟ ନହାଇଥିନଲ । ଆମ ପିଲାମାନଙ୍କ ପାଖନର ଦକ୍ଷତା ଅଛି, ଯାହା
ଏକବଂିଶ ଶତାବ୍ଦୀର ଆବଶୟକତାକୁପ
ୂ
ରଣ କରବି । ଡିଆ ଛାତ୍ରଛାତ୍ରୀମାନନ କର୍ଣ୍ଷାେକ, ଝାଡଖଣ୍ଡ
ଛତିଶଗଡକୁଯାଇ ନସଠ୍ାନର ବିଇଡି ପାଠ୍ ପଢୁଥିବା ନବନଳ ଏଠ୍ାନର କାହକିଁିପ
ୂ
ବଷ ସରକାର ବଇିଡି
ପାଠ୍ୟକ୍ରମକୁପ୍ରତ୍ସାହତି କରପିାରନିଲ ନାହିଁ? ବର୍ତ୍ଷମାନ ରାଜ୍ୟନର ବିନଜ୍ପିର ଡବଲ ଇଞ୍ଜିନ ସରକାର ଅଛି
। ଆଗାମୀ ଦିନନର ଦୁଇବର୍ିଆ କିମିା ଚାରିବର୍ିଆ ବିଇଡିପାଠ୍ ପଢିବା ପାଇଁଅଧିକ ଅନୁଷ୍ଠାନ ନଖାଲିବା
ନିମନନ୍ତ ରାଜ୍ୟ ସରକାରଙ୍କ ସହ ଆନଲାଚନା ନହବ । ଡିଶାର ାବର୍ିୟତ ସୁରକ୍ଷା ଯୁବକ ଯୁବତୀଙ୍କ
ସ୍ୱାଥକଷ ୁଦୃଷ୍ଟିନର ରଖି ଏକ ନୀତିପ୍ରଣୟନ କରିବା ନନଇ ମଧ୍ୟ ଆନଲାଚନା ନହବ ।
ଏକବିଂଶ ଶତାବ୍ଦୀନର ଶିକ୍ଷାର ମହତ୍ତ୍ୱ ନଯତିକି ବଢିଛି, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ତା’ ଠ୍ାରୁ ଯନଥଷ୍ଟ
ନବଶି ବୃଦ୍ଧି ପାଇଛି । ଶକ୍ଷିକଙ୍କ ଆବଶୟକତା ପ
ୂ
ରଣ ନନହନଲ ନସମାନନ ସମ୍ଭବତଃ ାଲ ଶକ୍ଷି ାଦାନ
କରିପାରିନବ ନାହିଁ । ନଯନତନବନଳ ଆନମ ‘ବିକଶିତ ଡିଶା’ ‘ବିକଶିତ ାାରତ’ର ଲକ୍ଷୟ ପ
ୂ
ରଣ କରବିା
ଦିଗନର ଅଗ୍ରସର ନହଉନଛ, ନସ ସମୟନର ଶକ୍ଷି ାର ବକିାଶ ଏବଂ ଶକ୍ଷି ାନୁଷ୍ଠାନର ଉନ୍ନତିକରଣକୁଆମକୁ
ଗୁରୁତ୍ୱ ନଦବାକୁନହବ । ରାଜ୍ୟନର ଗୁଣାତ୍ମକ ଶକ୍ଷି ା ପ୍ରଦାନ ସହ ସମସ୍ତ ଶକ୍ଷିକଙ୍କ ଦକ୍ଷତା ବୃଦ୍ଧି ଆମର
ଲକ୍ଷୟ ଦାୟିତ୍ୱ ।
ସ୍କଲୁ ନର ଡ୍ରପ ଆଉେ ହାର ପ୍ରସଙ୍ଗନର ଶ୍ରୀ ପ୍ରଧାନ କହିଛନ୍ତି ନଯ ଏହିଡ୍ରପ ଆଉେ ହାରକୁହ୍ରାସ କରିବା
ପାଇଁ ଡବଲ ଇଞ୍ଜିନ ସରକାର ପ୍ରୟାସ କରୁଛନ୍ତି। ପରୀକ୍ଷାକୁଚାପମୁ୍ କରବିା ପାଇଁପଡବି । ଏହି
ଲକ୍ଷୟନର ‘ପରୀକ୍ଷା ନପ ଚଚ୍ଚଷା’ ମାଧ୍ୟମନର ପ୍ରଧାନମନ୍ତ୍ରୀ ପରୀକ୍ଷା ସହ ଜ୍ଡତି ଚାପକୁଦ
ୂ
ର କରବିା ଏବଂ
‘ଏଗଜ୍ାମ୍ ିାରିୟସଷ’ଙ୍କ ପ୍ରସ୍ତୁତକିୁ ନପ୍ରାତ୍ସାହତ କରିବା ି ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ
ଅାିାାବକଙ୍କ ସହ ଆନଲାଚନା କରୁଛନ୍ତି। ନଶ୍ରଣୀଗୃହ, ଆବଶୟକ ଶିକ୍ଷକ ଆନୁର୍ଙ୍ଗିକ ବୟବସ୍ଥା ଏବଂ
ାିର୍ତ୍ିା
ୂ
ମକିୁସୁବୟବସ୍ଥିତ କରିଡ୍ରପ୍ ଆଉେ କମାଇବା ପାଇଁ ଆମ ସରକାରଙ୍କ ପ୍ରନଚଷ୍ଟା ରହିବ ।
ଏହି ଶତବାର୍ିକୀ ସମାନରାହନର ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଯୁବ ବୟାପାର ମନ୍ତ୍ରୀ ଶ୍ରୀ ସୂ
ରଜ୍ ସୂ
ଯଷୟବଂଶୀ,
ସାଂସଦ ାର୍ତ୍ଷୃହରି ମହତାବ ଏବଂ ବିଧାୟକମାନନ ପ୍ରମଖୁ ଉପସ୍ଥିତ ଥିନଲ ।

Leave a Reply

Your email address will not be published. Required fields are marked *