ନାଟ୍ୟ ମସୋତ୍ସବ ୨୦୨୪ଅଭିଯାନ

କଟକ : ନାଟ୍ୟ ମସୋତ୍ସବର ଉଦ୍ ଘାଟନ ସହିତ ନାଟକ ସମ୍ପର୍କରେ ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ
କଟକ ବକ୍ସି ବଜାର ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ”ବ” ଗ୍ରୁପ ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗ ରେ ଅଭିଯାନ ପାଇଁ ପାଇକପଡା ବ୍ରାହ୍ମଣଦା ଆନୁକୁଲ୍ୟରେ ଏକ ନାଟକ ମହୋତ୍ସବ କାର୍ଯ୍ୟ କ୍ରମ ଆୟୋଜନ ହୋଇଯାଇଛି। ସଭାପତି ଆଲୋକ ସ୍ବାଇଁ ସଭାପତିତ୍ବରେ ଅନେକ ନାଟ୍ୟକାର ଉପସ୍ଥିତ ଥିଲେ। ନାଟକ ଦୁଇଟି “ଶେଷ ଇଛା”ଏବଂ ଦ୍ବିତୀୟ ନାଟକ “ପ୍ରାପ୍ତି”ମଞ୍ଚରେ ମଞ୍ଚସ୍ଥ ହେବାକୁ ଯାଉଛି ବୋଲି ନାଟ୍ୟ ନିର୍ଦ୍ଦେଶକ ଅକ୍ଷୟ ରଣା ମଞ୍ଚରେ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *