“ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷା ନିେକତ , କେଲଜ ରୋଡ଼ , ଉଦଳାର ମ୍ୟାେଲରିଆ , ଡେଙ୍ଗୁଏବଂ ସର୍ପଦଂଶନରସେଚତନତା ଏବଂ ସ୍ୱଚ୍ଛତା ରକାର୍ଯ୍ୟକ୍ରମ”

ବାରିପଦା / ଉଦଳା (କ: ବ୍ଯୁ) ତା୨୫/୦୭/୨୦୨୬ ରିଖ ଶନିବାର ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ କଲେଜ ରୋଡ଼ ଉଦଳାର ଜୁନିଅର ରେଡ
କ୍ରସ ଏବଂ ର ମିଳିତ ଅନୁ କୁଲ୍ୟରେ ମ୍ୟାଲେରିଆ , ଡେଙ୍ଗୁଏବଂ ସର୍ପଦଂଶନର ସେଚତନତା ଏବଂ ପରିବେଶ
ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଅଛି| ଏହିକାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତିସୌମ୍ୟ ସୁମନ ଦାସ ଓ
ଉଦଳା କଲେଜ ର ସଂଯୋଜକ ଗୋଲକ ବିହାରୀ ନାୟକ , ବିଦ୍ୟାଳୟ ର ଅଧକ୍ଷା ସୁଶ୍ରୀ ସନ୍ତୋଷିନୀ ମହାନ୍ତି,
କପ୍ତିପଦା ବ୍ଲକ ଜୁନିଅର ରେଡକ୍ରସ ର ସଂଯୋଜକ ଶ୍ରୀଯୁକ୍ତଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ
ଏବଂ ବିଦ୍ୟାଳୟ ର କାଉନସିଲର ପ୍ରଜ୍ଞା ପରିମିତା ମହାଳିକ ଏବଂ ସମସ୍ତଅପା, ଭାଇ ମାନେ ଉପସ୍ଥିତ ଥିଲେ |
ସଭା ଆରମ୍ଭ ରେ ପ୍ରଭୁଶ୍ରୀମା ଶ୍ରୀ ଅରବିନ୍ଦଙ୍କ ନିକଟରେ ଧୂପ, ପୁଷ୍ପଅର୍ପଣ କରା ଯାଇଥିଲା, ପରେ
ସଚେତନତା କାର୍ଯ୍ୟକ୍ରମ ଶୋଭାଯାତ୍ରା ବାହାରିଉଦଳା ରଥ ଖଳା, ମାଉସିମା ମନ୍ଦିର ଏବଂ ଶ୍ରୀମା ପୂର୍ଣ୍ଣାଙ୍ଗ
ଶିକ୍ଷା ନିକେତନ ଚତୁର୍ପାର୍ଶ୍ୱେର ସେଫଇ କାର୍ଯ୍ୟକ୍ରମ କରାଯାଇଥିଲା | ସର୍ବେଶଷ ରେ ବିଦ୍ୟାଳୟର
ଶିକ୍ଷୟିତ୍ରୀ ନିବେଦିତା ମଢୁଆଳ ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିେଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *