
ବiରିପଦା-ଉଦଳା(କ:ବ୍ଯୁ)ତା୧୮\୦୧\୨୦୨୬
ଦଳା ୟୁନିକ ପ୍ରେସ କ୍ଲବ ତରଫରୁ ରାଢୋ ଗ୍ରାମ ର ପର୍ଯ୍ୟଟନସ୍ଥଳୀ ଜୟବନ୍ଧ ଠାରେ ଏକ ବଣଭୋଜି ଆୟୋଜିତ ହୋଇଥିଲା | ଆଜି ସକାଳ ପାଖରୁ କ୍ଲବ ର ସମସ୍ତ ସଦସ୍ୟ ତଥା ସ୍ଥାନୀୟ ଗଣମାଧ୍ଯମ ପ୍ରତିନିଧି ମାନେ ଏକତ୍ରିତ ହୋଇଥିଲେ | ଦିନ ପ୍ରାୟ ୧ ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତେ ନିଜ ନିଜର ଅନୁଭୁତି ସମ୍ପର୍କରେ ବଖାଣିଥିଲେ | କ୍ଲବର ସଭାପତି ଦୀନବନ୍ଧୁ ବାରିକ, ଉପସଭାପତି କୃଷ୍ଣଚନ୍ଦ୍ର ସଦୁଆଳ, ସମ୍ପାଦକ ଦିଲ୍ଲୀପ କଲିଆ, ସହସମ୍ପାଦକ ମାନସ ପାଣି, କୋଷାଧ୍ଯକ୍ଷ ଶଶୀକାନ୍ତ ମିଶ୍ର ଙ୍କ ସମେତ ଉପଦେଷ୍ଟା ସନ୍ତୋସ କୁମାର ବାଚ୍ଛିନୀ, ସର୍ବେଶ୍ୱର ମହାପାତ୍ର, ଶ୍ରୀକାନ୍ତ ନାୟକ, ଅଭିଜିତ ବେହେରା, ଦୀପକ ମିଶ୍ର, ଅଭିଜିତ ବିଶ୍ୱାଳ, ବସନ୍ତ ବେହେରା, ଦିଲ୍ଲୀପ ପରିଡା, ତପନ ସେଠୀ, ଆଲୋକ ବେହେରା, ଦେବଦତ୍ତ ସାହୁ, ଯଶୋବନ୍ତ ପରିଡା, ଦୀପକ ପରିଡା, ଶ୍ୱେତସୁନ୍ଦର ମଲ୍ଲିକ, ଅତନୁ ତ୍ରିପାଠୀ, ଅକ୍ଷୟ କର, ଶୁଭାଶିଷ ପତି ପ୍ରମୁଖ ଉପସ୍ଥିତ ଥାଇ କାର୍ଯକ୍ରମକୁ
ସରସ ସୁନ୍ଦର କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)