ବିଧାୟିକା ସୋଫିଆ ଫିରଦୋସ ଓ ପୂର୍ବତନ ପୂର୍ବ ବିଧାୟକ ମହମ୍ମଦ ମୋକିମ

କଟକ ତା ୧୮/୧୦: ପବିତ୍ର ଶାରଦୀୟ ଦୁର୍ଗାତ୍ସବର ମହାସପ୍ତମୀ ଅବସର ରରେ ବିଧାୟିକା ସୋଫିଆ ଫିରଦୋସ ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଜଗତଜନନୀ ମା’ ଦୁ ଦୁର୍ଗାଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ସହ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ମଣ୍ଡପରେ ମା’ଙ୍କ ଆରାଧନ ଆରIଧନI କରିଥିଲେ। ନେତୃବୃନ୍ଦମ Iନେ ମଣ୍ଡପଗୁଡ଼ିକରେ ପହଞ୍ଚି ପୂଜା କମିଟିର ସଦସ୍ୟ । ଓ ଶ୍ରଦ୍ଧାଳୁମାନଙ୍କ ସହି ସହିତ ଭାବ ବିନିମୟ ୟ କରିବ। ସହ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ। କଟକର ଦୁର୍ଗାପୂଜାର ପରମ୍ପରା ଓ ମାହୋଲ ସାର ବିଶ୍ଵରେ ସ୍ଵତନ୍ତ୍ର । ମା’ ଜଗତଜନନୀ ସମସ୍ତଙ୍କୁ ନିରୋଗ, ଖୁସି ଓ ଉତ୍ସାହରେ ର ରଖନ୍ତୁ। ଆମ ସହରର ଐତିହ୍ୟ ତଥା ଶାନ୍ତି-ଶୃଙ୍ଖଳା ବଜାୟ ରଖିବ ସହ ସମସ୍ତେ ମିଳିମିଶି ଏହି ଏହି ମହୋତ୍ସବର ଆନନ୍ଦ ଉପଭୋଗ କରନ୍ତୁ, ଏହା ହିଁ ମା’ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନ ବୋଲି ବିଧାୟିକା ସୋଫିଆ ଫିରଦୋସ କହିଥିଲେ ।

କଟକ ଟକ ସହର ହେଉଛି ଭାଇଚାରା, ଐତିହ୍ୟ, ସଂସ୍କୃତି ଓ ସଭାବନା ନାର ଏକ ଅନନ୍ଯ ପ୍ରତୀକ। ଶହ ଶହ ବର୍ଷ ଧରି ଏଠାରେ ସବୁ ଧର୍ମ ଓ ବର୍ଗର ଲେIକେ ଏକାଠି ହୋଇ ସବୁ ପର୍ବପର୍ବାଣିକୁ ଧୁମଧାମରେ ପାଳନ କରିଆସୁଛନ୍ତି। ମା’ ଦୁର୍ଗାଙ୍କ କୃପାରୁ ଆମ ସହରର ଏହି ଅତୁଟ ଭାଇଚାରା ଚାରା ଆଗକୁ ଆହୁରି ସୁଦୃଢ଼ ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ବୋଲି ପୂର୍ବତନ ବିଧାୟକ ମହମ୍ମଦ ମୋକିମ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ଗିରିବାଳ ବେହେରା, ଶୈଳବାଳା ଜେନା, କର୍ପୋରେଟର ଭାନୁ ସେନାପତି, ବିରେନ୍ଦ୍ର ଦାସ, ଶରତ ଚନ୍ଦ୍ର ଶେଠୀ, ସୂର୍ଯ୍ୟକାନ୍ତ ରାଉତ, ଆର୍ଯ୍ୟବୀର ଲେଙ୍କା, ନିତ୍ୟାନନ୍ଦ ରାଉତରାୟ, ସୁଷମା ଦାସ, ଅଜିତ କୁମାର ବେହେରା, ସୁରଜିତ ସାହୁ, ରାକେଶ ମହାରଣା, ସନ୍ତୋଷ କୁମାର ପାତ୍ର, ଶୟଦ ରମଜାନ ଅଲ୍ଲି, ସେକ ଗୁଲାମ ମୋଇଦ୍ଦିନ, ପ୍ରଭାତୀ ପଟ୍ଟନାୟକ, ହରେକୃଷ୍ଣ ବେହେରା, ଶୋନୁ ସ୍ଵାଇଁ, ସତ୍ୟଶ୍ରୀ ବେହେରା, ଜିତେନ୍ଦ୍ର ନାୟକ, ବିବେକ ସାମନ୍ତରାୟ, ମନୋରମ ପାଣ୍ଡା, ଅନିତା ବେହେରା, ଶିଲା ସାହା, ରାଧାରଣୀ ପଣ୍ଡା, ସସ୍ମିତା ବେହେରI, ଅମିତ ତ୍ରିବେଦୀ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *