ଟାଟୁରୁ ସୂଚନା ପାଇଁ ଅପିଲ କଲା କମିଶନରେଟ୍ ପୋଲିସ

କଟକ : କଟକ କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା; ମହିଳାଙ୍କ ହାତରେ ଥ‌ିବା ଟାଟୁରୁ ସୂଚନା ପାଇଁ ଅପିଲ କଲା କମିଶନରେଟ୍ ପୋଲିସ। ଇଂରାଜୀରେ “ଅଭିନାଶ ଗୌରୀ” ବୋଲି ଲେଖା ଅଛି। ଦୁଇ ଶବ୍ଦ ମଝିରେ ଏକ ପ୍ରଜାପତି ଚିହ୍ନ ରହିଛି। ମୃତ ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେ ୱାଟସଆପ ନମ୍ବର 828033830 ରେ କିମ୍ବା ନିକଟସୁ ଥାନାରେ ମଧ୍ୟ ସୂଚନା ଦେବା ପାଇଁ ଅପିଲ କରିଛନ୍ତି କଟକ ଡିସିପି।

ମୃତକଙ୍କ ପରିଚୟ ଖୋଜୁଛି ପୋଲିସ କଟକ କାଠଯୋଡ଼ି ନଦୀପଠାରୁ ମିଳିଥିବା ମହିଳାଙ୍କ ବିଭତ୍ସ ଶବର ପରିଚୟ ମିଳିପାରିନାହିଁ। ମହିଳାଙ୍କ ହାତରେ ABHINASH GOURI ଟାଟୁ ରହିଛି।

ଯଦି ଆପଣ ଏହି ନାମ କିମ୍ବା ମହିଳାଙ୍କ ବିଷୟରେ କିଛି ବି ଜାଣିଛନ୍ତି, ତେବେ ତୁରନ୍ତି ପୋଲିସକୁ ଜଣାନ୍ତୁ।

ୱାଟସଆପ୍ ନମ୍ବର: 8280338320

ତେବେ ଗୋଟିଏ ଶେୟାର କାହାର ପରିବାରକୁ ନ୍ୟାୟ ଦେବାରେ ସାହାଯ୍ୟ କରିପାରେ।

Leave a Reply

Your email address will not be published. Required fields are marked *