Kmc ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ୩ କ୍ୱିଣ୍ଟାଲ ପନିର ଜବତ


କଟକ : କଟକ ସହରର ବିଭିନ ସ୍ଥାନକୁ ଅପମିଶ୍ରିତ ଛେନା ଓ ପନିର ଯୋଗାଣ କରାଯାଉଥିବାର ଅଭିଯୋଗକୁ ଭିତ୍ତି କରି kmc ପକ୍ଷରୁ ଚଢ଼ାଉ ଜାରୀ ରହିଛି ଗତ ଦିନ ପୂର୍ବରୁ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ମଧୁପାଟଣା ଛକରେ ଜଗି ରହି ଅଡ଼ସପୁର ଓ ନିଆଳି ରୁ ସହରକୁ ଚାଲାଣ ହୋଇଥିବା ୨କ୍ୱିଣ୍ଟାଲ ଅପମିଶ୍ରିତ ଜବତ କରାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ବାଦାମବାଡ଼ି ଟ୍ରାଫିକ ଛକ ନିକଟରୁ ୨ କ୍ୱିଣ୍ଟାଲ ପନିର ଓ ଛେନା ଜବତ କରାଯାଇଛି l

Leave a Reply

Your email address will not be published. Required fields are marked *