

ବରପାଲି ( କ ବ୍ୟୁ ) : ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ୧୯ତମ ପୂଣ୍ୟ ତିଥି ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ,ବରପାଲି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରପାଲି ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରପାଲି ଥାନାଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ନିଜେ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୨୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବି କେ ଶିବ କୁମାର,ବି କେ ସୁରେନ୍ଦ୍ର ବେହେରା,ବି କେ ଗୌରୀ,ବି କେ ଅଞ୍ଜଳୀ,ବି କେ ଦମୟନ୍ତୀ,ବି କେ ଅମୂଲ୍ୟ ବି କେ ସୂର ଦେବ, ବି କେ ନିଧି , ନିଷ୍ଠା ପରିବାର ଓ ମାରୱାଡି ମହିଳା ସମିତି ବରପାଲି ର ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ବରପାଲି ଶାଖାକୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ସମ୍ମାନର ସହିତ ଧନ୍ୟବାଦ ଓ ନମସ୍କାର କରିବା ସହିତ ନିଜେ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୨୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବି କେ ଶିବ କୁମାର,ବି କେ ସୁରେନ୍ଦ୍ର ବେହେରା,ବି କେ ଗୌରୀ,ବି କେ ଅଞ୍ଜଳୀ,ବି କେ ଦମୟନ୍ତୀ,ବି କେ ଅମୂଲ୍ୟ ବି କେ ସୂର ଦେବ, ବି କେ ନିଧି , ନିଷ୍ଠା ପରିବାର ଓ ମାରୱାଡି ମହିଳା ସମିତି ବରପାଲି ର ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ବରପାଲି ଶାଖା କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର। ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପ ରିପୋର୍ଟ l