ଇଫକୋ ଲୋକ ସମ୍ପର୍କ ଅଧିକାରୀ ଙ୍କ ଧର୍ମପତ୍ନୀ ଙ୍କର ବିୟୋଗ

ପାରାଦୀପ : ପାରାଦୀପ ଇଫକୋ ପାରାଦୀପ ଉନିଟି ର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଙ୍କ ଧର୍ମପତ୍ନୀ ରିନା ବେଉରା ଗତ କିଛି ତଳେ ବେଙ୍ଗାଲୁରୁ ସ୍ଥିତ ଅପଲୋ ହସ୍ପିଟାଲରେ ଚିକିତ୍ସା ଧିନ୍ ଥିବା ବେଳ ପରଲୋକ ଗମନ କରିଛନ୍ତି l ତାଙ୍କୁ ଆଡଚାଳିଶି ବର୍ଷ ହୋଇଥିବା ବେଳେ ସେ ଜଣେ ମିଷ୍ଟ ଭାସି ଓ ଧର୍ମ ପରାୟଣ ବେକ୍ତି ହୋଇଥିବା ବେଳେ ଅନ୍ୟରେ ଦୁଃଖରେ ଦୁଃଖୀ ମହିୟସୀ ମହିଳା ଥିଲେ l ତାଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମ କେନ୍ଦ୍ରା ପଡା ଜିଲ୍ଲା କୁସୁନୁ ପୁରୁ ଗ୍ରାମରେ ହୋଇଥିବା ବେଳେ ଅପୋଲ ହସ୍ପିଟାଲ ରୁ ତାଙ୍କୁ ନିଜ ଗ୍ରାମକୁ ନିଆ ଯାଇଥିବା ଜଣା ଯାଇଛି l ସେଠାର ପାର୍ଥିବ ଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ସହ ଗ୍ରାମର ଗ୍ରାମ ବାସି ମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ l ସେଠାର ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇ ଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *