

ଅନୁଗୋଳ : ବିଗତ ୧୬ ତାରିଖ ରେ ହୋଇଥିବା ଲଗାଣ ବର୍ଷା ରେ ଅନୁଗୋଳ ଠାରୁ କଣିହାଁ ସଂଯୋଗ କରୁଥବା pwd ରାସ୍ତା ଟି ନତଡା ଗ୍ରାମ ରେ ଧୋଇହେଇ ଯାଇଛି, ଯାହାଫଳରେ ଯାତାୟାତ କରୁଥିବା ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଉଛି. ରାସ୍ତା ଟି ଦବି ଯିବାର ସମ୍ଭାବନା ଅଛି. ଏଥି ପ୍ରତି PWD ବିଭାଗ ଏହି ରାସ୍ତା କୁ ମରାମତି କରିବାକୁ ଗ୍ରାମବାସୀ ଙ୍କ ଅଭିଯୋଗ.