କଟକ : କଟକ ସଦର ବ୍ଲକ କଂଗ୍ରେସ ର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା ଙ୍କ ସୁପାରିଶ ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ଙ୍କ ଅନୁମୋଦନ କ୍ରମେ ଉପସଭାପତି,କୋଷାଧ୍ୟକ୍ଷ,ସାଧାରଣ ସମ୍ପାଦକ,ସମ୍ପାଦକ,ଜିଲ୍ଲା ପରିଷଦ ଜୋନ ସଭାପତି ଓ କାର୍ଯୟନିର୍ବାହୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି।ଉପସଭାପତି ଭାବେ ନିହାର ରଞ୍ଜନ ନନ୍ଦ,ସୁଦୀପ୍ତ କୁମାର ମହାନ୍ତି,ଶରତ ଚନ୍ଦ୍ର ଦାସ,
ଭାଗିରଥି ସାମନ୍ତରାୟ,ସୁକାନ୍ତ ଜେନା,ଋଷି କାଣ୍ଡି,ବାବାଜୀ ଭୋଇ,ଆଲୋକ ଜେନା,ବିଭୂତି ଭୂଷଣ ଜେନା,ସବିର ମହମ୍ମଦ,ରଞ୍ଜିତା ସାହୁ,କୋଷାଧ୍ୟକ୍ଷ ଭାବେ ମଧୁସୂଦନ ସେନାପତି,ସୁଦୀପ୍ତ କୁମାର ମହାନ୍ତି,ସାଧାରଣ ସମ୍ପାଦକ ଭାବେ ଇଲୁ ସିଂହ,ପ୍ରଦୀପ୍ତ କୁମାର ସାହୁ,ଆଲମାସ୍ ରଗବି,ତ୍ରିଲୋଚନ ଭୋଇ,ନିରଞ୍ଜନ ସାହୁ,ସ୍ମୃତିରଞ୍ଜନ ମହନ୍ତ,ରଞ୍ଜନ ବେହେରା,ରାଜଶ୍ରୀ ପ୍ରିୟଦର୍ଶିନୀ,ନଜମର ହୁସେନ ଖାନ୍,ନିରଞ୍ଜନ ଦାସ,ଦେବେନ୍ଦ୍ର ବେହେରା,ବିଦ୍ୟାଧର ବେହେରା,ସମ୍ପାଦକ ଭାବେ ଶରତ ଚନ୍ଦ୍ର ସ୍ୱାଇଁ,ପ୍ରଦୀପ କୁମାର ଗୋଚ୍ଛାୟତ,ଦିଲ୍ଲୀପ କୁମାର ସାମଲ, ଆଶିଷ କୁମାର ଭର୍ମନ୍,ତ୍ରିଲୋଚନ ପଟ୍ଟନାୟକ,ଅକ୍ଷୟ କୁମାର ରାଉତ,ପ୍ରଶାନ୍ତ କୁମାର ସାହୁ,ଜିଲ୍ଲା ପରିଷଦ ଜୋନ ସଭାପତି ଭାବରେ ୪ ନଂ ଜୋନ ପାଇଁ ପୂର୍ଣାନନ୍ଦ ଭୋଇ,୫ ନଂ ଜୋନ ପାଇଁ ସଞ୍ଜୟ ପରିଡ଼ା,୬ ନଂ ଜୋନ ପାଇଁ ମିହିର କୁମାର ଦାସ,୭ ନଂ ଜୋନ ପାଇଁ କୈଳାଶ ପରିଡ଼ା ଚୟନ ହୋଇଛନ୍ତି।ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟଲକ୍ଷ୍ମୀ ସାହୁ,ମାନସ ଚୌଧୁରୀ,ବିଚିତ୍ରାନନ୍ଦ ମିଶ୍ର,ରାମଚନ୍ଦ୍ର ଗୋଚ୍ଛାୟତ,ବିଶ୍ୱଜିତ୍ ଦାସ,କାଙ୍ଗାଳି ଚରଣ ବେହେରା,ଦୁର୍ଗା ଶଙ୍କର ଦାଶ,ପୁଷ୍ପରଜ୍ ପ୍ରଧାନ,ମହମ୍ମଦ ଆରିଫ ଉଦ୍ଦିନ ଖାନ୍,ମୀନକେତନ ଖଟୁଆ,ରତ୍ନାକର ବେହେରା,ମାନସ ରଞ୍ଜନ ପ୍ରଧାନ,ଦେବେନ୍ଦ୍ର କୁମାର ସ୍ବାଇଁ,ପ୍ରକାଶ ଚୌଧୁରୀ,ରାଜକିଶୋର ରାଉତ,ପ୍ରତାପ ମଳିକ, ତ୍ରିଲୋକ୍ୟ ନାଥ ଜେନା,ନିରଞ୍ଜନ ଲେଙ୍କା,ଶ୍ୟାମସୁନ୍ଦର ଖଟୁଆ,ଦିଲୀପ କୁମାର ମହାନ୍ତି,ସରୋଜ କୁମାର ଲେଙ୍କା,ଯୁଗଳ କିଶୋର ବେହେରା,ସୁକାନ୍ତ ରାଉତ,ପ୍ରଭାକର ମଳିକ ମନୋନୀତ ହୋଇଛନ୍ତି।