ଗ୍ରିନୀ ଟ୍ରଷ୍ଟ ପକ୍ଷରୁ ଦହି ପାଣି ଓ ଚାରା ବଣ୍ଟନ

ପାରାଦୀପ : ପାରାଦୀପ ବନ୍ଦର ମଧ୍ୟରେ ହେଉଥିବା ପବିତ୍ର ରଥଯାତ୍ରା ରେ ପାରାଦୀପ ଗ୍ରିନୀ ଟ୍ରଷ୍ଟ ପକ୍ଷରୁ ଦହି ପାଣି ଓ ଚାରା ବଣ୍ଟନ l ପାରାଦୀପ ବିଶ୍ବି ପ୍ରସିଦ୍ଧ ରଥଯାତ୍ରା ଅବସରରେ ଅନୁକୂଳ ବାତାବରଣ ଲକ୍ଷ୍ୟ କରି ପାରାଦୀପ ରେ ଗତ କାଲି ରଥ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇ ଥିବା ବେଳେ ହାଜର ହାଜର ଭକ୍ତ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ରଥକୁ ମାଉସୀମା ମନ୍ଦିର ପର୍ୟ୍ୟନ୍ତ ଘୋଷାଡି ଆଣି ଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *