
କଟକ : କଟକ ହରିପୁର ଦୋଳମୁଣ୍ଡାଇ ରଥଯାତ୍ରାରେ ଛେରା ପହଁରା ସେବା ରାଜା ବ୍ରଜ କିଶୋର ପ୍ରଧାନ କରିଥିଲେ । ପରମ୍ପରା ଅନୁଯାୟୀ ଦୋଳମୁଣ୍ଡାଇ ରଥ ଯେତେବେଳେ ସେମିନାରୀ ଛକ ଠାରେ ପହଞ୍ଚି ଥାଏ ସେଠାରେ ଥିବା ମହଲା କମିଟି ଓ ଚାନ୍ଦ କ୍ଲବ୍ ର ମୁସଲମାନ ଭାଇ ମାନଙ୍କ ଦ୍ଵାରା ତିନି ରଥରେ ଭୋଗ ଲାଗିଥିଲା । ସର୍ଦାର ମନସୁର ଅଲ୍ଲୀ , କମିଟିର ସଭାପତି ସେଖ ରମଜାନ ଅଲ୍ଲୀ, ସାଧାରଣ ସମ୍ପାଦକ ଶେଖ୍ ଆରଫାନ, ଶେଖ୍ ବଣ୍ଟି,ଶେଖ୍ ପିଣ୍ଟୁ ଏହି ପବିତ୍ର କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସି.ଏମ. ସି ମେୟର ଶ୍ରୀଯୁକ୍ତ ସୁବାସ ସିଂ, ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ସେଣ୍ଟ୍ରାଲ ରେଡ କ୍ରସ୍ ୱାରନେଶ କମିଟିର ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ବିଶ୍ଵାଳ, ମାନ୍ୟବର ଜିଲ୍ଲାପାଳ କଟକ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ମାନ୍ୟବର ଡି.ସି.ପି ଶ୍ରୀଯୁକ୍ତ ଖିଲାଲି ଋଷିକେଶ ଦ୍ୟାନ ଦେଓ, ସି.ଏ.ସି କମିଶନର ସୁଶ୍ରୀ କିରଣ ଦୀବ କୋର. ନୀଳଚକ୍ର ରାଜ୍ୟ ସଭାପତି ଶ୍ରୀମତୀ ନମିତା ପଣ୍ଡା,ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମୂଳିଆ, ବିଜେପି କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ବିଶ୍ଵାଳ, ବିଜେପି ନେତା ଶ୍ରୀଯୁକ୍ତ ଶ୍ରୀତମ ଦାସ, ବିଜେପି ନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, କର୍ପୋରେଟର ଶ୍ରୀ ଗଗନ ଓଝା,ଗ୍ରାମ ଅଧିକାରୀ ବାବୁ ପ୍ରଧାନ,ପୂଜା କମିଟି ସଭାପତି ଶ୍ରୀ ରାମ କୃଷ୍ଣ ହାତୀ, ସମ୍ପାଦକ ଶ୍ରୀ ବିକ୍ରମ ଛାଟୋଇ,ଶ୍ରୀ କ୍ଷୀରୋଦ ମହାରଣା, ବାସୁଦେବ ବେହେରା, ସନାତନ ସ୍ୱାଇଁ, ନାରାୟଣ ମହାରଣା,ହେମନ୍ତ ସେଠୀ, ଅଭିମନ୍ୟୁ ବେହେରା, ନିହାର ରଞ୍ଜନ ମୂଳିଆ, କୈଳାଶ ଅଗ୍ରୱାଲ, ସରୋଜ ମୂଳିଆ, କାଳନ୍ଦି ମୂଳିଆ, ଅତୁଲ ଚନ୍ଦ୍ର ନନ୍ଦି, ସୁଦର୍ଶନ ଦାସ, ବିଶ୍ଵନାଥ ଦାସ, ବିଷ୍ଣୁ ଦାସ, ଅଶୋକ ଦେ, ସୁରେନ୍ଦ୍ର ଦାସ, ଚନ୍ଦନ ସେନ,ମିଣ୍ଟା ଦାସ, ବସନ୍ତ ସେନ, ଅମର ଦାସ, ନାରାୟଣ ଦାସ, ସୁବାସ ସେନ, ସୁରେନ୍ଦ୍ର ମିଶ୍ର, ଦିଲ୍ଲୀପ ଦାସ, ଅମ୍ବିକା ଦାସ, ଅଶୋକ ଦାସ, କୁବା ବେହେରା, ସଚିନ ଦାସ, ନାରାୟଣ ସେନ, ଦେବଦତ୍ତ ସେନ, ଵାବି ଦତ୍ତ, ସମର ନାୟକ, ଧିରେନ୍ ସେନ, ଗଣେଶ ମହାରଣା, ହରେକୃଷ୍ଣ ଦାସ,ପରମା ନନ୍ଦ ସେନ, ପ୍ରସାଦ ଜେନା, ବାଉରୀବନ୍ଧୁ ପରିଡ଼ା, ପ୍ରଦୀପ ମୂଳିଆ, ଅଶୋକ ମୂଳିଆ,ଉପେନ୍ଦ୍ର ବେହେରା,ମଣି ପ୍ରଧାନ, ବୁପୁ ପ୍ରଧାନ, ବସନ୍ତ ମୂଳିଆ,ଫେଲୁ ରାଉତ, ବିଜୟ ମୂଳିଆ, କାହ୍ନ। ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।