
ଚଣ୍ଡିଖୋଲ,୧୫/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା)
ଛତିଆ ସେବକ ଜରା ନିବାସର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ର ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଅବସର ରେ ଆଜି ଜରା ନିବାସ ପରିସର ରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଅଛି । ବରିଷ୍ଠ ଆଇନୀଜୀବୀ ରାମଚନ୍ଦ୍ର ରାଏ, ଅବସର ପ୍ରାପ୍ତ ସି ଡି ଏମ ଓ ବିଜୟ କୁମାର ଶତପଥି ,ସମାଜସେବୀ ସତ୍ୟ ପ୍ରକାଶ ମଲିକ, ଡ଼ିଏମ ଗୟାଧର ପଣ୍ଡା, ମହାବୋଧି ସୋସାଇଟି ର ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ପ୍ରଫେସର ଡାକ୍ତର ବିଜୟାନନ୍ଦ ସିଂହ, ନାଭାଲ ଇଞ୍ଜିନିଅର ଭାରତ ଭୂଷଣ ପଟ୍ଟନାୟକ ,ଧର୍ମଶାଳା ରୋଟାରି କ୍ଲବ ସଭାପତି ସୁକାନ୍ତ ନାୟକ, ଡାକ୍ତର ମହେନ୍ଦ୍ର ଦାସ, ଏନସିଟି ସମ୍ପାଦକ ସଦାଶିବ ପରିଡା, ସିନ୍ଧୁବାଳା ମିଶ୍ର , ସାମ୍ବାଦିକ ବେଣୁଧର ପଣ୍ଡା, ଟୁଲୁ ମାହାଲା ଓ କାର୍ତିକ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ସେବକ ଅନୁଷ୍ଠାନ ର ସଭାପତି ସୁରେଶ ବିଶ୍ୱାଳ , ଅଶୋକ ସ୍ୱାଇଁ,ଶିକ୍ଷାବିତ ଭରତ କୁମାର ବେହେରା ମନ୍ଦର ଧର ସ୍ୱାଇଁ, ଅଧ୍ୟାପିକା ସିନ୍ଧୁ ନନ୍ଦିନୀ ସ୍ୱାଇଁ କଳିଙ୍ଗ ଓଝା, ପ୍ରଭଞ୍ଜନ ମହାପାତ୍ର , ଭାଗ୍ୟଧର ନାଥ, ପ୍ରଶାନ୍ତ ମହାପାତ୍ର ,ସମାଜ ସେବିକା ସରସ୍ବତୀ ପଣ୍ଡା, ସସ୍ମିତା ବଳ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ, ଧର୍ମାନନ୍ଦ ମଲିକ, ଦୀପକ ଆଚାର୍ଯ୍ୟ , ଯଶ ବାବୁ ଓ ଲଷ୍ମୀପ୍ରିୟା ଜେନା ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ,ସୋସିଆଲ ୱାର୍କର ପ୍ରଦୀପ୍ତ ବରାଳ ଙ୍କ ତତ୍ୱା ବଧାନ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା, ସମସ୍ତ ଅତିଥି ମାନେ ସେବକ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ, ଚୌଧୁରୀ ସତ୍ୟଜିତ ମିଶ୍ର ସମସ୍ତଙ୍କୁ କୃତଂଜ୍ଞତା ଜ୍ଞାପନ କରିଥିଲେ ।