ବିଜ୍ଞପ୍ତି

ବାରିପଦା(କ: ବ୍ଯୁ)ତା୨୨/୦୬/୨୦୨୬
ଏତଦ୍ୱାରା ସମସ୍ତ ଭ୍ରମଣକାରୀ
/ପର୍ଯ୍ୟଟକଙ୍କୁ ଅବଗତ କରାଇଦିଆ ଯାଉଅଛି ଯେ ସିମିଳିପାଳ ବ୍ଯାଘ୍ର ପ୍ରକଳ୍ପ ଆସନ୍ତା ତା୨୯/୦୬/୨୦୨୬ ରୁ ବର୍ଷାଋତୁ ପାଇଁ ପର୍ଯ୍ୟଟକ ଓ ଭ୍ରମଣକାରୀ ଙ୍କ ପାଇଁ ବନ୍ଦ୍ ରହିବ। ତଥାପି, ଇକୋଟୁରିଜିମ୍ କମ୍ପଲେକ୍ସ ଜାମୁଆଣୀ ଓ ତାଳ ବନ୍ଧ ଭ୍ରମଣକାରୀଙ୍କ ପାଇଁ ଖୋଲା ରହିବ। ପୁନଃ ଖୋଲିବା ତାରିଖ ସମ୍ବାଦ ପତ୍ରରେ ପ୍ରକାଶିତ ହେବ ବୋଲି ସିମିଳିପାଳ ବ୍ଯାଘ୍ର ପ୍ରକଳ୍ପ ର ଫିଲ୍ଡ ଡାଇରେକ୍ଟର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *