ସମୀକ୍ଷା ବୈଠକ ଅନୁଷ୍ଟିତ

କଳାହାଣ୍ଡି ତା ୧୭ /୦୬/୨୦୨୬ ରେ ମାନନୀୟ ଶ୍ରୀ ଜିଲ୍ଲାପାଳ, କଳାହାଣ୍ଡି ଙ୍କ ଅଧୀନରେ, ଆଗାମୀ ତା ୨୧ /୦୬ /୨୦୨୬ ରେ ହେବା କୁ ଥିବା NEET (UG) ପରୀକ୍ଷା ପାଇଁ ପ୍ରାକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଛି ।
ଏହି ବୈଠକ ରେ ଉପସ୍ଥିତ ସମସ୍ତ ସେଂଟର୍ ଅଧିକ୍ଷକ ଓ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ମାନଙ୍କୁ ପରୀକ୍ଷା କୁ ଶୃଙ୍ଖଳାପୂର୍ଣ ଏବଂ ତ୍ରୁଟିଶୂନ୍ୟ ଭାବରେ ପରିଚାଳିତ କରିବା ପାଇଁ କଡା ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *