
କଟକ ( କ ବ୍ୟୁ ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ତା ୨୧. ୦୫. ୨୦ ୨୬ ରିଖ (ଗୁରୁବାର ) ସ୍ବର୍ଗଧାମ ର ୨୬ ତମ ଜନ୍ମ ବାର୍ଷିକ ଉପଲକ୍ଷେ ପ୍ରାତଃ ୬.୩୦ ମିନିଟ ରୁ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ(୧୨ ଘଣ୍ଟା) ସ୍ବର୍ଗଧାମ ମୁକ୍ତି ପିଠ ରେ ଗୀତା ପାଠର ଆୟୋଜନ କରାଯାଇଅଛି |
ଏଣୁ ଆପଣ ମାନେ ଉପରୋକ୍ତ ସମୟ ମଧ୍ୟରେ ସ୍ବର୍ଗଧାମ ରେ ଉପସ୍ଥିତ ହୋଇ ଗୀତା ପାଠ ରେ ସହଯୋଗ କରିବାକୁ ସଭାପତି ଶରତ କୁମାର ସାହୁ ଙ୍କ ଅନୁରୋଧ |