ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ପୁଲିସ

ପୁରୀ /କଣାସ (କ ବ୍ୟୁ): ଗୋଲାବଜାର ମାଛ ମାର୍କେଟରେ ଘଟିଥିଲା ବର୍ବର କାଣ୍ଡ | ସର୍ବସମ୍ମୁଖରେ ରାସ୍ତା ଉପରେ ଜଣେ ଯୁବକଙ୍କୁ ମାଛକଟା ପନିକିରେ ହାଣି ବୁଲେଟ୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କଣାସ ଚାନ୍ଦପଡ଼ାର ସୁଧାଂଶୁ ମହାପାତ୍ର ଓରଫ ହାପି | ସୋମବାର ପୁରୀ କୋର୍ଟରେ ଆତ୍ମସମର୍ପଣ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ଦିନ ଧରି ବାହାରେ ରହିବାକୁ ନେଇ ନାନା ଚର୍ଚ୍ଚା ଚାଲିଥିବାବେଳେ ପୁଲିସ ପଦକ୍ଷେପକୁ ନେଇ ଅନେକ ସନ୍ଦେହ ପ୍ରକଟ କରିଥିଲେ | ତେବେ ମଙ୍ଗଳବାର ଆ ଆଯୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପ୍ରତ ପ୍ରତୀକ୍ ସିଂ ଏହି ମାମଲାରେ ପୁଲିସର ପଦକ୍ଷେପ ସମ୍ପର୍କରେ ସୂଚନା ଦେଶ ଦେଇଛନ୍ତି | ସେ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ରକୁ ଦୁଇଦିନିଆ ରିମାଣ୍ଡରେ ଅଣାଯିବ । ୭ ଦିନିଆ ରିମାଣ୍ଡ ପାଇଁ କ୍ତଙ୍କ ବ୍ୟାଙ୍କ୍ କରିଥିଲା ପୁଲିସ | ଅଭିଯୁକ୍ତଙ୍କ ରିବାର ଲୋକେ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି । ପରିବା ମଧ୍ୟ ସ୍କାନରରେ ଅଛନ୍ତି। ଏହାକୁ ଅତି ସାଂଘାତିକ ଅପରାଧିକ ମାମଲା ଲା ଭା ଭାବେ ପୁଲିସ ନେଇ ତଦନ୍ତ କରୁଛି । ଏହି ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସୋମ‌ବାର ଜଣକୁ ଗିରଫ କରାଯାଇଥିଲା | ମୁଖ୍ୟ ଅଭିଯୁକ୍ତ କୋର୍ଟରେ ଆତ୍ମସର୍ମପଣ କରିଥିଲେ। ଘଟଣାରେ ମୋଟ୍ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପାଇଁ ପୁଲିସ ଅଭିଯୁକ୍ତଙ୍କୁ ୭ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅବେଦନ କରିଥିଲା । କିନ୍ତୁ କୋର୍ଟ ମଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିବା ଏସ୍ ଶ୍ରୀ ସିଂ ସୂଚନା ଦେଇଛନ୍ତି।

ବୁଧବାର ସକାଳୁ ମୁଖ୍ୟ ଅଭିଯୁକ୍ତକୁ ଛତିଶଗଡ଼ ରାୟପୁର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖୁଥିଲା I ଏ ନେଇ କଣାସ ଥାନାରେ ଏକ ମାମଲା ରୁଚ୍ଛ କରାଯାଇଛି।

ଡି ଏ ସ୍ ପି କ ନ ତୃ ତ୍ବ ରେ ଦିଗକୁ ତଦନ୍ତ ସବୁ ନେଇ କରାଯାଉଛି। ଟିମ୍ ଓ ସାଇବର ଟିମ୍ ସ ସମସ୍ତ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି ପରିବାର ଲୋକେ ସ୍କାନରରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୁଲିସ | ମୁଖ୍ୟ ଅଭିଯୁକ୍ତକୁ ଲୁଚାଇବାରେ ସହଯୋଗ କରିଥିବା ଯୁବକ ବଳରାମ ଛୋଟରାୟକୁ ପୂର୍ବରୁ ଗିରଫ କରାଯାଇଥିଲା।

(ବଳରାମ ତ୍ରିପାଠିଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *