
ଓଡ଼ିଆ ନୂଆ-ବରଷ ଜାଗେ ଆନନ୍ଦ-ଉଲ୍ଲାସ
ଶୁଭେଚ୍ଛା ବାର୍ତ୍ତା ହରଷ ସହୃଦ ପ୍ରୀତି,
ସାଂସ୍କୃତିକ ପରିବେଶ କରେ ସ°ସ୍କୃତି ସରସ
ହୃଦେ ସଂସ୍କାର ଉଚ୍ଛ୍ଵାସ ପଣା-ସଂକ୍ରାନ୍ତି ।
ବୀର ହନୁମାନ ଜୟନ୍ତୀ,
ବିଭୁ କୃପା ଲବ୍ଧ ହେଉ ସମାଜେ ଶାନ୍ତି ।।

ଓଡ଼ିଆ ନୂଆ-ବରଷ ଜାଗେ ଆନନ୍ଦ-ଉଲ୍ଲାସ
ଶୁଭେଚ୍ଛା ବାର୍ତ୍ତା ହରଷ ସହୃଦ ପ୍ରୀତି,
ସାଂସ୍କୃତିକ ପରିବେଶ କରେ ସ°ସ୍କୃତି ସରସ
ହୃଦେ ସଂସ୍କାର ଉଚ୍ଛ୍ଵାସ ପଣା-ସଂକ୍ରାନ୍ତି ।
ବୀର ହନୁମାନ ଜୟନ୍ତୀ,
ବିଭୁ କୃପା ଲବ୍ଧ ହେଉ ସମାଜେ ଶାନ୍ତି ।।