ନାନୋ ସାର୍ ସଚେତନା ଅଭିଯାନର ଶୁଭାରମ୍ଭ l

ପାରାଦୀପ : ପାରାଦୀପ ଭାରତର ସର୍ବବୃହତ ଶିଳ୍ପ ସଂସ୍ଥା ମଧ୍ୟରେ ସରକାରୀ ସାର୍ କାରଖାନା ପକ୍ଷରୁ ନାନୋ ସାର୍ ମେଘା ସଚେତନା କାର୍ଯ୍ୟକ୍ରମ ଦିଲି ଠାରେ ଆୟୋଜିତ ସମାରୋହର ଇଫକୋର ଅଧକ୍ଷ ଦିଲୀପ ସଂଘାଣା  ଭାରତୀୟ କୃଷକ ମାନଙ୍କ ମଧ୍ୟରେ ନାନୋ ସାର୍ ବେବହାର କୁ ପ୍ରୋତ୍ସାହନ ଦେବାକୁ ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସୁଚନା ଦେଇଥିବା ଜଣା ଯାଇଛି l ଏହି ଅଭିଯାନ କୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରୀ ଆମିତି ଶାହା ପ୍ରେରଣାରେ ଆତ୍ମ ନିର୍ଭର ଭାରତ ସରକାର ସମୃଦ୍ଧି ଭଳି ଜାତୀୟ ଅଭିଯାନ ସହ ସମ୍ନୟରେ ଆରମ୍ଭ କରାଯାଇଛି l ନାନୋ ଏନପିକେ (୮-୮-୧୦ ) ଓ ନାନୋ ଏନପିକେ (୨୦-୧୦-୧୦) କୁ ସାର୍ ନୀୟତ୍ରଣ‌ ଆଦେଶ (ଏଫସିଓ) ସମଳିତ କରାଯିବାକୁ ଭାରତର କୃଷି ନାବିନତା ଯାତ୍ରାରେ ଏକ ମହତ ପୂର୍ଣ୍ଣ ମାଇଲି ଷ୍ଟୋନ ଭାବେ ପ୍ରତି ପ୍ରାଦିତ ହେବ ବୋଲି ଶ୍ରୀ ଷଘାଣା କହିଛନ୍ତି l ଭାରତ ଯୋଏମ୍ବାତୁରୁ ଠାରେ ଥିବା ଇଫ୍କକୋ ନାନୋଣେ ନସ ନବିନତା କେନ୍ଦ୍ର ଓ ବ୍ରାଜିଲ ଆସନ୍ତା ଜୁନ ୨୦୨୭ ମଧ୍ୟାରେ ଚାଲୁ ହେବାକୁ ଥିବା ନାନୋ ସାର୍। କାରଖାନା ଭାରତର କୃଷି ନାନୋ ପ୍ରଯୁକ୍ତିର ବିଶ୍ବସ୍ତରୀୟ ଶକ୍ତିକୁ ପ୍ରୋତ୍ସାହନ ଦେବ l ନା ନୋ ସର ବିକ୍ରୟକୁ ଭାରତୀୟ କୃଷି ପାଇଁ ଏକ ପରିବର୍ତ୍ତନ ଶିଲ୍ ମୁହୂର୍ତ୍ତ ବୋଲି ସେ ତାଙ୍କ ବିବୃତିରେ ଦର୍ଶାଇଛନ୍ତି l ନୁଆ ଦିଲ୍ଲୀସ୍ଥିତ ଇଫକୋ ସଦନରେ ଆୟୋଜିତ କାର୍ଯ୍ୟ କ୍ରମ ରେ ପ୍ରବନ୍ଧ ନିର୍ଦ୍ଦେଶକ ଜେ କେ ପଟେଲ ଙ୍କ ସମେତ ବୋଡ଼ର୍ ସମସ୍ତ ସଦସ୍ୟ ଅଧିକାରୀ ସହିତ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *